STORYMIRROR

Tapaswini DashSarangi

Classics

4  

Tapaswini DashSarangi

Classics

ବୋଉ

ବୋଉ

1 min
23.2K

ବୋଉ ଶବଦଟି ମମତାରେ ଭରା

        ମିଳେ ତହିଁ ସ୍ଵର୍ଗ ସୁଖ

ତା'କୋଳେ ଶୋଇଲେ ଅପସରି ଯାଏ

       ଅପ୍ରମିତ ଯେତେ ଦୁଃଖ।

କିଏ ବା ଶୁଝିଛି ବୋଉର ତ୍ୟାଗକୁ

       ତ୍ୟାଗର ମୂରତ୍ତି ସିଏ

ମୃତ୍ୟୁର କୋଳରେ ଶୋଇକରି ନିଜେ

      ସନ୍ତାନକୁ ଜନ୍ମ ଦିଏ।

କେମିତି ଲେଖିବି କି ଉପମା ଦେବି

        ଶବ୍ଦକୋଷେ ଶବ୍ଦ ନାହିଁ

ଜୀବନର ଆଦ୍ୟ ତା'ପାଶେ ଆରମ୍ଭ

        ସ୍ନେହର ତୁଳନା ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics