STORYMIRROR

Nrusingha Panigrahi

Classics

4  

Nrusingha Panigrahi

Classics

ଉତ୍କଳ ଗୌରବ

ଉତ୍କଳ ଗୌରବ

1 min
23.2K


ଉତ୍କଳର ରହି ଉତ୍କଳ ସଂସ୍କୃତି

କାହିଁ ଯିବା ଆମେ ଭୁଲି

ଆସୁ ଯେତେ ବାଧା ନ ରହୁ 

ଆମ ପାଇଁ କଣ୍ଟା ଚାଲି ଥିବା

ତାକୁ ଉପରକୁ ନେଇ......


ଭାରତ ବର୍ଷରେ ଉତ୍କଳ ଜନନୀ

ସଙ୍ଗୀତ ନିର୍ମାତା ଚାହିଁଲେ

ହୋଇଯାଅ ତୁମେ ଏବେ ସବୁଦିନ

ସବୁଜ ଧରଣି ପାଇଁ ଥରେ.....


ଗୋପବନ୍ଧୁ ଦାସ, ଫକୀର ମୋହନ

କେତେ ସ୍ରଷ୍ଟା ଆମ ପାଇଁ

ସଂସ୍କୃତି ବିଭାଗ ଶାସନ ସଚିବ

କରିଅଛି ଆମ ପାଇଁ ସଂକଳ୍ପ ଥାଇ.... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics