STORYMIRROR

Nrusingha Panigrahi

Others

3  

Nrusingha Panigrahi

Others

ରଜ

ରଜ

1 min
94

ବାରମାସରେ ଯେ  ବାରପରବ ସେ

ନାମଟି ତାର   ଉତ୍କଳ କିମ୍ବା ଓଡ଼ିଶା...


ରଜ ପର୍ବ ଆନନ୍ଦ ପାଳନର ପ୍ରମାଣ

ଓଡ଼ିଶାର ଉପକୂଳବର୍ତ୍ତୀ ପୂରୁବ ଆଉ ପଶ୍ଚିମ.....


ଚାରିଦିନ ହୁଏ ସେ   ଧୂମକେତୁ ଗ୍ରହାଣୁ

ଆସିଯାଏ ହଠାତ୍   ଜାଣିହୁଏ ନାହିଁ ରେ.....


ରଜର ଏହି ସଂକ୍ରାନ୍ତି ଶିବଙ୍କର ବାରଟି !

ଯାଚିଥିବ। ଯାହା ତୁମେ।  ପୂର୍ଣ୍ଣ ହୁଏ ମନସ୍କାମନାଟି ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍