ମୋ ବାପୁ
ମୋ ବାପୁ
1 min
186
ମାଟିରେ ମଣିଷ ସେ
ମାଟି ପାଇଁ କାମ ତାଙ୍କ
ଜୀବନ ହାରିଲେ ସେ ଯେ
ଜଗତକୁ ହରେଇଦେଇ ।
ଆଶିଷ ଥାଉ ଆଜି
ଆଶା ହେ ମହାତ୍ମା
ବିଶ୍ଵ ଦରବାରରେ
ନାମ ତୁମ ପରିଚିତ ହେଉ ।
ଅସରନ୍ତି ଆଶା କରୁଛି ଆମେ
କୀର୍ତ୍ତି ତୁମ ଆଜି ଜଗତ ଜାଣୁ
ଏତିକି କହିବି ଆଜି ମୁଁ ସ୍ମରି
ଦେଶର ସ୍ବପ୍ନକୁ ବିଚାର କରି ।
ଯେମିତି ସମ୍ପର୍କରେ ରହିଛୁ ଆମେ
ବାପୁଜୀ ତୁମେ କୀର୍ତ୍ତି ଜଗତ ଜାଣେ
ମହାତ୍ମା ଟି ତୁମ ନାମ ଆମ ଗଣେ
ଏହି ଆମେ ସବୁ ଚିନ୍ତିତ ମନେ ।
ସମୟର ଚକ୍ର ବୁଲେ କ୍ଷଣେ
କେବେ ବୁଲେନା ତୁମ ନାମ ତୁଣ୍ଡେ
କରୁଛୁ ପ୍ରତିଜ୍ଞା ଆଜି ଠୁ ପ୍ୟୁନେ
ସାର୍ଥକ ହୋଇବ ତୁମର ନାମେ ।