Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Panigrahi

Inspirational

3  

Nrusingha Panigrahi

Inspirational

ମୋ ବାପୁ

ମୋ ବାପୁ

1 min
180



ମାଟିରେ ମଣିଷ ସେ

ମାଟି ପାଇଁ କାମ ତାଙ୍କ

ଜୀବନ ହାରିଲେ ସେ ଯେ

     ଜଗତକୁ ହରେଇଦେଇ ।

ଆଶିଷ ଥାଉ ଆଜି

ଆଶା ହେ ମହାତ୍ମା

ବିଶ୍ଵ ଦରବାରରେ 

    ନାମ ତୁମ ପରିଚିତ ହେଉ ।


ଅସରନ୍ତି ଆଶା କରୁଛି ଆମେ

କୀର୍ତ୍ତି ତୁମ ଆଜି ଜଗତ ଜାଣୁ

ଏତିକି କହିବି ଆଜି ମୁଁ ସ୍ମରି

    ଦେଶର ସ୍ବପ୍ନକୁ ବିଚାର କରି ।


ଯେମିତି ସମ୍ପର୍କରେ ରହିଛୁ ଆମେ

ବାପୁଜୀ ତୁମେ କୀର୍ତ୍ତି ଜଗତ ଜାଣେ 

ମହାତ୍ମା ଟି ତୁମ ନାମ ଆମ ଗଣେ

    ଏହି ଆମେ ସବୁ ଚିନ୍ତିତ ମନେ ।


 ସମୟର ଚକ୍ର ବୁଲେ କ୍ଷଣେ

 କେବେ ବୁଲେନା ତୁମ ନାମ ତୁଣ୍ଡେ

 କରୁଛୁ ପ୍ରତିଜ୍ଞା ଆଜି ଠୁ ପ୍ୟୁନେ

    ସାର୍ଥକ ହୋଇବ ତୁମର ନାମେ ।


Rate this content
Log in

Similar oriya poem from Inspirational