STORYMIRROR

Nrusingha Panigrahi

Tragedy Inspirational

3  

Nrusingha Panigrahi

Tragedy Inspirational

ନିଶା

ନିଶା

1 min
229

ନିଶା ପାନ କରି ମୃତ ଦେହ କେମିତି

 ଭାସି ଆସେ ଗଙ୍ଗା କୂଳେ

ନିଶା ପାନ କରି କି ସୁଖ ପାଇବି ମୁଁ

  ସଂସ୍କାର ମୋ ଭାସିଗଲେ...

ଜୀବନଠୁ କଣ ସିଗାରେଟ୍ ବଡ଼ ଯେ

 ସବୁ ବେଳେ ପିଉଥିବି

କେତେ କେତ ଜୀବନ ନଷ୍ଟ ହେଉଛି

 ସେ କଥା ମୁଁ ଜାଣି ପାରୁଛି....

ନିଶା ମୁକ୍ତି ପାଇଁ ଅନୁରୋଧ କରେ

ଅଜି ମୁଁ ଏଠାରେ ମୋତେ

ମାନିଯା ଆ ଭଲେ ସୁଖ ତୁ ପାଇବୁ

ଜଗନ୍ନାଥ ଅଛି ପରେ...।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy