STORYMIRROR

arun sahoo

Romance

3  

arun sahoo

Romance

ତୁମକୁ ଭଲପାଏ

ତୁମକୁ ଭଲପାଏ

1 min
188

ତୁମ ସପନର ମୁଁ ବନ୍ଧୁଟିଏ

ତୁମ ଓଠର ମୁଁ ହସଟିଏ

ତୁମ ଖୁସିରେ ମୁଁ ଖୁସି ହୁଏ

ଏମିତି ନିତି ଦିନ ସବୁବେଳେ

କହିଦି ଅଥରେ 'ତୁମକୁ ମୁଁ ଭଲପାଏ' ।।।।


ମୋ ହୃଦୟର ସ୍ପନ୍ଦନ ତୁମେ

ମୋ ଜୀବନର ନିଃଶ୍ଵାସଟିଏ

କଥା ଦଉଚି ରହିବି ମୁଁ ସାଥି ହୋଇ

କହୁଚି ଆଜି ମୁଁ ଭଲ ପାଉଚି ବୋଲି।।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance