Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

3  

Suresh chandra Padhy

Inspirational

ଶିବ ବିବାହ

ଶିବ ବିବାହ

1 min
187


ହେ ଗଙ୍ଗା ଧର ହେ ମହେଶ୍ୱର

ବିବାହ ଉତ୍ସବେ ଆସ ହେ ହର ।


ତୁମେ ମହାଦେବ ତୁମେ ସଦା ଶିବ

ବୃଷଭ ବହନେ ଆସ ହେ ଈଶ୍ୱର ।


ତୁମ ପାଇଁ ଆଜି ଜଗତ ନାଚୁଛି

ନଟ ରାଜ ତୁମ ରୂପ କୁ ଦେଖୁଛି ।


ତୁମେ ଅଜନ୍ମା ତୁମେ ଅବିନାଶୀ

ଦେବଙ୍କ ଦେବ କୈଳାସ ବାସି ।


ହେ ଗୁପ୍ତେଶ୍ଵର ହେ ରାମେଶ୍ୱର

ବିବାହ ଉତ୍ସବେ ଆସ ହେ ଶଙ୍କର ।


ମୁଣ୍ଡ ମାଳ କୁ ତୁମେ ଧାରଣ କରିଛ

ଭସ୍ମକୁ ଶ୍ରୀ ଅଙ୍ଗେ ତୁମେ ଲଗାଇଛ ।


ରାମ ନାମକୁ ହୃଦୟେ ରଖି ଥାଅ

ଭକ୍ତର ଦୁଃଖ କୁ ତୁମେ ଶୁଣୁ ଥାଅ ।

 

ହେ ଯୋଗେଶ୍ଵର ହେ ଜଟାଧର

ବିବାହ ଉତ୍ସବେ ଆସ ନାଗେଶ୍ଵର ।


Rate this content
Log in

Similar oriya poem from Inspirational