STORYMIRROR

arun sahoo

Abstract Fantasy Inspirational

3  

arun sahoo

Abstract Fantasy Inspirational

ଝୋଟିଚିତା

ଝୋଟିଚିତା

1 min
168


ଓଡ଼ିଆ ଘରର ଝୋଟି ଚିତା 

ପରବ ପର୍ବାଣିରେ ମହକ ମିଠା

ଚାଉଳ ବଟା ପିଠଉରେ ଅଙ୍କା

ଗୁରୁବାର ମାଣଓସା ଅଗଣାରେ ଛିଟା ।


କାନ୍ଥରେ ଅଙ୍କିତ ଝୋଟିଚିତା

ଓଡ଼ିଆର ଜଗତଜିତା 

ଘର ଅଗଣା କାନ୍ଥରେ ପାଏ ଶୋଭା

ମଗୁଶୁର ଗୁରୁବାର ଲକ୍ଷ୍ମୀଙ୍କର ଓଷା

ଓଡ଼ିଆ ନାରୀର ଆଙ୍ଗୁଠିରେ ଜିତା

ଥଟକୁ ଥାଏ ଝୋଟିଚିତା 

ଆମ ସଂସ୍କୃତି ଓ ଆମ ପରମ୍ପରା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract