STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ବାଜି

ବାଜି

1 min
169

ସଫଳତାର କାହାଣୀ ଏବେ

ପ୍ରତିଟି ବିଫଳତା, ହାରିଛି

ବୋଲି କେବେ କେବେ

ଜିତିଯାଏ, ଜୀଵନ ଏକ

ଏମିତି ବାଜି ଜିତିବାକୁ

ହୁଏ, ପ୍ରତିଟି ଆରମ୍ଭ

ତମେ ଯଦି ସ୍ମୃତିକୁ

ଆସ, ସ୍ମୃତିର ଦର୍ପଣରେ

ମୁଁ ଯେବେ ଦେଖେ ତୁମ

ପ୍ରତିଛବି, ଆଇନା ପରି

ସ୍ଵଛ ଲାଗେ, ସବୁ କିଛି

ବୁଝିହୁଏନି କିଛି, ଗଢିବାକୁ

ହୁଏ, ଭାଙ୍ଗିବାକୁ ହୁଏ

କରିବାକୁ ହୁଏ ସ୍ୱପ୍ନକୁ ଜୀବନ୍ତ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Abstract