STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ମନ

ମନ

1 min
161

ଅସାର ଜୀବନଟା ଯେବେ

ସାରମର୍ମ ଖୋଜେ

ତମେ ହିଁ ସ୍ମୃତିକୁ ଆସ

ସ୍ମୃତିର ଦିଗନ୍ତ ବିସ୍ତାରି

ଦିଗଟା ଯେବେ ଦିଗହଜା

ଲାଗେ, ତମେ ହିଁ

ସ୍ମୃତିକୁ ଆସ

ମନଟା ନନ୍ଦନକାନନ ହୁଏ

କୋଣାର୍କ ହୁଏ କେବେ, ହିମାଳୟ

କେବେ ଜଳେ, କେବେ କୁହୁଳେ

କେବେ ଭଲପାଏ

ନିବିଡ ବନ୍ଧନ ହୁଏ

ଆଲିଙ୍ଗନ କରେ

ଭଲପାଏ ପ୍ରାଣଭରି 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Abstract