STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ସ୍ପର୍ଶ

ସ୍ପର୍ଶ

1 min
168

ସ୍ମୃତି ଏବେ ବାସ୍ନାର ମହକ

ପ୍ରୀତିର ପୁଲକ

ଅଭୁଲା ପରଶ

ଭଙ୍ଗା ଆଇନା ମନଟା

ଶେଫାଳି କାହିଁକି ନ ହେବ

ଗଙ୍ଗଶିଉଳି ର ବାସ୍ନା ଏବେ

ମହମହ, ପ୍ରତିବିମ୍ବ

ପ୍ରତିଟି ମୁହୂର୍ତ୍ତ

ସ୍ମୃତିଟା ଶେଫାଳି ନ ହେଉ

ମନଟା କଦମ୍ବ ବନ

ମଧୁର ପରଶ ଏବେ

ପ୍ରୀତିର ପୁଲକ

ବାସ୍ନା ମହମହ ମୁଁ

ଝୁରେ ନିତି, ସ୍ମୃତି ସବୁ

ସ୍ମୃତିର କଦମ୍ବ ବନରେ

ତମର ପରଶ ଟିକେ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Abstract