STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ତମପରେ

ତମପରେ

1 min
191

ଭଲପାଏ ଖାଲି

ଭଲପାଏ ବୋଲି

ଜଳିଛି ବୋଧେ ଏଇ ଅନଳରେ

ଅନ୍ୟନାମ ବୋଧେ ଭଲ ପାଇବାର

ଜ୍ୱଳନ, ଅନ୍ତର ଦହନ

ଜଳିଛି ମୁଁ ବିନା ଅନଳରେ

ଦହନ ଅନ୍ତର ଦହନ

ଜାତନ ଜୀବନ ଯାତନ

ସ୍ୱପ୍ନର କୋଣାର୍କଟା ଯଦି

ଅଧାଗଢା ରହିଯାଏ

କି ଭାଙ୍ଗି ଚୁରମାର ହୋଇଯାଏ

କିଏ ସେ ଗଢ଼ିଦେବ

ତମପରେ ଆଉଥରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ବଳି

ବଳି

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ପାପ

ପାପ

1 min ପଢ଼ନ୍ତୁ

ସମ୍ବଳ

ସମ୍ବଳ

1 min ପଢ଼ନ୍ତୁ

ଜଖମ

ଜଖମ

1 min ପଢ଼ନ୍ତୁ

ରଙ୍ଗ

ରଙ୍ଗ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

Similar oriya poem from Abstract