STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ଅଙ୍କନ

ଅଙ୍କନ

1 min
160

ଆଙ୍କେ ଅଙ୍କନ ଚିତ୍ରପରି

ମାନସ ପଟରେ,

ଆଙ୍କି ତ ହେଇଯାଏ,

ଆଙ୍କିଛି ବୋଲି ଅଙ୍କନ,

ଏଇ ବୋଧେ ଚିତ୍ରକଳ୍ପ

ମୋ ଯନ୍ତ୍ରଣା ର, ଖୋଜେ ଭାଷା

ଏବେ ଭଲ ପାଇବାର ସ୍ନେହ ପ୍ରେମର

ଏକ ମନ୍ଦିର, ଆଙ୍କିଛି ଅଙ୍କନ

ତୁଳିନିଏ, ରଙ୍ଗନିଏ

କିନ୍ତୁ ଏ ଯାଏ ଆଙ୍କିନି ଅଙ୍କନ

ନିଆରା ଢଙ୍ଗ ଏଇ ଭଲପାଇବାର

ସ୍ନେହ, ପ୍ରେମ ଏବେ ମନ୍ଦିର

ଭଲପାଇବା ସ୍ବର୍ଗୀୟ

ଫୁଟନ୍ତା ସତେ ମର୍ତ୍ୟରେ ପାରିଜାତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Abstract