STORYMIRROR

Bedanta Bagarty

Abstract Fantasy Others

3  

Bedanta Bagarty

Abstract Fantasy Others

ଜୀବନର ଆରମ୍ଭ

ଜୀବନର ଆରମ୍ଭ

1 min
186

ଜୀବନର ଆରମ୍ଭ ସେଇଠି ହୁଏ

ଯେଉଁଠି ଭୟ ଶେଷ ହୁଏ ।


ଜୀବନର ଆରମ୍ଭ ସେଇଠି ହୁଏ,

ଯେଉଁଠି ମିଛ ଶବ୍ଦ ଶେଷ ହୁଏ।


ଜୀବନର ଆରମ୍ଭ ସେଇଠି ହୁଏ,

ଯେଉଠି ଅହଂକାର ଶେଷ ହୁଏ।


ଜୀବନର ଆରମ୍ଭ ସେଇଠି ହୁଏ ,

ଯେଉଠି ଲୋଭ ଶକ୍ତି ଶେଷ ହୁଏ।


ଜୀବନର ଆରମ୍ଭ ସେଇଠି ହୁଏ,

ଯେଉଠି ରାଗିବା ଶେଷ ହୁଏ।


ଜୀବନର ଆରମ୍ଭ ସେଇଠି ହୁଏ ,

ଯେଉଁଠି କ୍ରୋଧ ଶେଷ ହୁଏ।


ଜୀବନର ଆରମ୍ଭ ସେଇଠି ହୁଏ,

ଯେଉଁଠି ମନର କଷ୍ଟ ଶେଷ ହୁଏ।


ଜୀବନର ଆରମ୍ଭ ସେଇଠି ହୁଏ,

ଯେଉଁଠି ନିସ୍ୱାର୍ଥ ଓ ସ୍ନେହ ମମତା

ଭଲ ପାଇବା ଓ ଧର୍ଯ୍ୟର ସୀମା ଥାଏ!!



Rate this content
Log in

Similar oriya poem from Abstract