Maheswar sahoo

Romance

3  

Maheswar sahoo

Romance

ଭଲ ପାଇଥିଲି ହୃଦୟରେ

ଭଲ ପାଇଥିଲି ହୃଦୟରେ

13 mins
327


ରୀନା ଏବେ ଦଶମ ଶ୍ରେଣୀର ଝିଅ । ଭାରି ନିରୀହ, ଶାନ୍ତ, ସରଳ, ଧୀର, ନମ୍ର ଓ ସୁନ୍ଦରୀ ମଧ୍ୟ । ସାହିରୁ ସହର ସମସ୍ତେ ଝିଅଟିକୁ ବହୁତ ଭଲ ପାଆନ୍ତି । ବାପା ଧୀରେଶ ଓ ମାଆ ନମ୍ରତା ରୀନାକୁ ମଧ୍ୟ ବହୁତ ସ୍ନେହ ଓ ଯତ୍ନ କରନ୍ତି । ଯେତେ ବେଳେ ଯାହା ମାଗେ କୌଣସି ବସ୍ତୁର ଅଭାବ ରଖନ୍ତି ନାହିଁ । କାରଣ ଗୋଟିଏ ଝିଅ । ସନ୍ତାନ କହିବାକୁ ଗଲେ ପୁଅ ହେଉ କି ଝିଅ ଏକୁଟିଆ ରୀନା । ମାମୁଁ ମାଇଁ ମଉସା ମାଉସୀ ସମସ୍ତଙ୍କର ଭାରି ଗେହ୍ଲା । ରାସ୍ତାରେ ଚାଲିଯିବ ହେଲେ କାହାରିକୁ ଆଖି ଉଠେଇ ଅନେଇବ ନାହିଁ । ରୀନାର ବ୍ୟବହାର ଆଚାର ଆଉ ଚରିତ୍ର ଉପରେ ବାପା ମାଆ ଓ ଅନ୍ୟ ବନ୍ଧୁ ବାନ୍ଧବ ମାନଙ୍କର କୌଣସି ସନ୍ଦେହ ନ ଥାଏ । 


    ଆଜି କାଲି ଦୁନିଆ ଏମିତି ହୋଇଗଲାଣି ଯେ କି ଗୋଟେ ଝିଅ ଯଦି ରାସ୍ତାରେ ଚାଲି ଯାଉଥାଏ ସେଠି ଉପରେ ପଡି ହଜାରେ ବାତରା ଟୋକା କେତେ ଟାହି ଟାପୁରା ଓ ଟୁପୁରୁ ଟାପୁରୁ ହୁଅନ୍ତି । ଯେମିତି ତାଙ୍କ ଜନ୍ମରୁ କେବେ ସୁନ୍ଦରୀ ଝିଅ ଦେଖନ୍ତି ନାହିଁ । ରୀନା ମଧ୍ୟ ଏମିତି ରାସ୍ତାରେ ଗଲା ବେଳେ ହଜାରେ ଟୋକା ତାକୁ ଏମିତି ସେମିତି ମନ୍ତବ୍ୟ ଦିଅନ୍ତି । କେତେ କଣ କହି ପକାନ୍ତି । ହେଲେ ରୀନା ନ ଶୁଣିଲେ ଗଲା । 


    ଧୀରେଶ ବାବୁ ଜଣେ ଓକିଲ ଓ ନମ୍ରତା ଶିକ୍ଷିତା ଓ ଆଦର୍ଶ ନାରୀ । ରୀନା ସବୁ ଶ୍ରେଣୀରେ ପ୍ରଥମ ହୋଇ ଆସୁଛି । କୌଣସି ଶ୍ରେଣୀରେ ସେ କେବେ କମ ମାର୍କ ରଖି ନାହିଁ । ସବୁବେଳେ ଶ୍ରେଣୀରେ ପ୍ରଥମ ସ୍ଥାନରେ ଥିବ । ତେଣୁ ସମସ୍ଥ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କର ଭାରି ଗେହ୍ଲା। ଦୈନିକ ରୀନା ନିଜର ବହି ବସ୍ଥାନୀଧରି ବିଦ୍ୟାଳୟକୁ ଯାଏ । ରାସ୍ତାରେ ସାଇକେଲ ଯୋଗେ ଯାଇଥାଏ । ଦିନେ ଏମିତି ଫେରୁ ଫେରୁ ଜ୍ୟୋତି ନାମକ ଏକ ପିଲା ତାର ଦେଖା ହୋଇଥିଲା । 


    ଜ୍ୟୋତି ଦୂର ରାଇଜରେ କାମ କରେ । ସେ ଘରକୁ ଫେରୁଥାଏ । ତାର ରୀନା ର ରାସ୍ତାରେ ଦେଖା ହୋଇ ଯାଇଥିଲା । ଜ୍ୟୋତି ଚାଲି ଚାଲି ଘରକୁ ଫେରୁଥାଏ କାରଣ ବସ ଷ୍ଟାଣ୍ଡ ପାଖରୁ ଘର ଏକ କିଲୋ ମିଟର । ତାକୁ ରୀନା ଘର ଅତିକ୍ରମ କରି ଯିବାକୁ ପଡ଼ିବ । ପଡୋଶୀ ଜଣେ ଚାଲି ଚାଲି ଯାଉଥିବା ଦେଖି ରୀନା କହିଲା "ଭାଇ ମୋ ସାଇକେଲ ରେ ବସ ଆଗରେ ଓହ୍ଲେଇ ଦେବୀ" 


ଜ୍ୟୋତି:" ହଁ ଯେ ତମେ କଣ ମୋତେ ବସେଇକି ନେଇ ପାରିବ".


ରୀନା: "କାହିଁକି ନେଇ ପାରିବିନି ଯେ । ମୁଁ କଣ ଏତେ କମ ଜୋର ତମକୁ ସାଇକେଲ ରେ ବସେଇକି ନେଇ ପାରିବିନି !"


ଜ୍ୟୋତି: " ହଉ ବସୁଛି ଦେଖିବା "


କହି ଜ୍ୟୋତି ରୀନାର ସାଇକେଲ ରେ ବସି ଯାଇଥିଲା । କିଛି ବାଟ ଯାଇଛିକି ନାହିଁ ୟେ କଣ


ଦୁଇଜଣ ଯାକ ରାସ୍ତାର ଗୋଟିଏ କଡରେ ପଡିଗଲେ । ରୀନା ଉପରେ ଜ୍ୟୋତି ଓ ଜ୍ୟୋତି ଉପରେ ସାଇକେଲ । ଲୋକମାନେ ଦଉଡି ଆସି ସାଇକେଲରୁ ଉଠେଇ ଥିଲେ ଜ୍ୟୋତି ଓ ରୀନା କୁ । ତା ପରେ ଦୁହେଁ ଧୀରେ ଧୀରେ ଚାଲି ଚାଲି ଘରକୁ ଯାଇଥିଲେ ।


   ଆଜି ରୀନା ର ମନ ଅଜବ ପ୍ରକାରର ହେଉଥାଏ । ସେ ଖାଲି ଭାବି ହେଉଥାଏ କେମିତି ଜ୍ୟୋତି ସାଇକେଲରୁ ପଡି ତା ଉପରେ ଶୋଇ ଯାଇଥିଲା । ଅର୍ଥାତ ଅଜାଣତରେ ଘଟିଥିଲା ହେଲେ ସେଇଟା ଏକ ନୂଆ ଅନୁଭବ ଦେଇଥିଲା ରୀନାର ମନରେ । ବାରମ୍ବାର ଏଇକଥା ମନେ ପଡୁଥାଏ ରୀନାର । କେତେବେଳେ ମନେ ପକେଇ ହସି ଦେଉଥାଏ ତ କେତେବେଳେ ଲାଜେଇ ଯାଉଥାଏ । ଏମିତିକି ଖାଇବା ପଢିବା ଓ ଶୋଇବା ସମୟରେ ମଧ୍ୟ ସେଇ ଜ୍ୟୋତି କଥା ବାରମ୍ବାର ମନେ ପଡିଲା ରୀନାର । ବୋଧ ହୁଏ ତା ହୃଦୟରେ ତା ମନରେ ଓ ତାର ପ୍ରାଣରେ ଏକ ଅକୁହା ଆବେଗ ଭରି ଯାଇଥିଲା । ସେ ସବୁବେଳେ ଭାବିହେଉଥିଲା ଟିକେ ସୁଯୋଗ ମିଳନ୍ତାକି ଜ୍ୟୋତି ସହ ଦେଖା କରିବାକୁ । ହେଲେ ସୁଯୋଗ କାହିଁ । ଗାଁ ସାହି ଲୋକ କଣ କହିବେ । ବାପା ମାଆଙ୍କ ମୁହଁ ତଳକୁ ହେବାକୁ ସେ କେବେ ଚାହୁଁ ନ ଥିଲା । 


    ବିଲେଇ କପାଳକୁ ସିକା ଚିଡିଲା ଭଳି ଗାଁରେ ଗୋଟିଏ ଭୋଜିର ଆୟୋଜନ ହୋଇଥାଏ । ଆଖ ପାଖ ଗାଁର ଲୋକ ସେଇଠାରେ ଭୋଜନ କରିବାର ବ୍ୟବସ୍ଥା ହୋଇଥାଏ । ଜ୍ୟୋତି ମଧ୍ୟ ସେଇ ଗାଁର ଲୋକ । ଶ୍ୟାମଳ ଚେହେରା । ଉତ୍ତମ ସ୍ୱାସ୍ଥ୍ୟ ଓ ସୁନ୍ଦର ଗଢଣୀ । ବଳିଷ୍ଟ ବାହୁ ସହ ଚେହେରା କୌଣସି ସୁନ୍ଦରୀ ତରୁଣୀକୁ ଆକୃଷ୍ଟ ନ କରିବାର କାହିଁ ଯେ ! ସେ ଦିନ ରାତ୍ର ଭୋଜନର ଆୟୋଜନରେ ସାରା ପଞ୍ଚାୟତର ଲୋକ ରୁଣ୍ଡ । ଜ୍ୟୋତି ମଧ୍ୟ ଭୋଜନ ସଭାକୁ ଆସୁଥାଏ । ରୀନା ତା ସାଙ୍ଗ ସାଥି ମାନଙ୍କୁ ଧରି ଭୋଜନ କରିବାକୁ ଗଲା । ସେଠାରେ ପହଞ୍ଚି ଦେଖିଲା ଅନ୍ୟ କଡରେ ଜ୍ୟୋତି ଛିଡା ହୋଇଛି । ବାଃ !ବାଃ ! ହସ ମୁଖ କେମିତି ଦାଉ ଦାଉ ଦେଖା ଯାଉଛି । 


    ରୀନା ସାଙ୍ଗ ମାନଙ୍କ ଠାରୁ ବାହାନା କରି ସିଧା ପହଞ୍ଚି ଯାଇଥିଲା ଜ୍ୟୋତି ପାଖରେ । ଜ୍ୟୋତି କୁ ଯାଇ କହିଲା ଜ୍ୟୋତି ଭାଇ ସେଦିନର ଘଟଣା ପାଇଁ ମୁଁ ବହୁତ ଦୁଃଖିତ !


ଜ୍ୟୋତି : " ଆରେ ନାହିଁ ରୀନା ଦୁଃଖିତ କଣ ପାଇଁ ଯେ


ରୀନା : " ଜ୍ୟୋତି ଭାଇ ଜାଣିଛ ସେଇ ଦିନ ଠାରୁ ମୁଁ ତୁମ କଥା ବହୁତ ବହୁତ ଭାବି ହେଉଛି ।"


ଜ୍ୟୋତି : "କାହିଁକି ରୀନା ମୋ ଭଳି ଗରିବ, ଛୋଟ ଜାତିର ଲୋକ କଥା ତମେ କାହିଁକି ଭାବି ହେଉଛ କହିଲ । "


ରୀନା: " ଜ୍ୟୋତି ଭାଇ ସେମିତି କହିବ ନାହିଁ । ବୁଝିଲ ସେମିତି କହିଲେ ମୁଁ ବହୁତ ମନ ଦୁଖ କରିବି ।"


ଜ୍ୟୋତି : " ରୀନା ମୁଁ ଜାଣିଛି ତମେ ବହୁତ ଭଲ ପଢୁଛ । ତମେ ବହୁତ ସୁନ୍ଦର । ତମେ ବାପା ମାଆଙ୍କର ଗୋଟିଏ ଝିଅ । ତମର ଧନ ଡୌଲତର କିଛି ବି ଅଭାବ ନାହିଁ ।"


ରୀନା: " କଣ ଧନୀ ଆଉ ସୁନ୍ଦରୀ ହୋଇଗଲେ ହୃଦୟ ମହାନ ହୋଇ ଯାଏ । ଜ୍ୟୋତି ଭାଇ ତମେ ମୋତେ ବହୁତ ଭଲ ଲାଗୁଛ । ଜ୍ୟୋତି ଭାଇ ତମେ ହେଉଛ ସେଇ ଲୋକ ଯିଏ ମୋ ଶରୀରକୁ ପ୍ରଥମ ଥର ଛୁଇଁ ପାରିଲା । ଜ୍ୟୋତି ଭାଇ ତମେ ହେଉଛ ସେଇ ଲୋକ ଯିଏ ମୋ ହୃଦୟର ସ୍ପନ୍ଦନକୁ ଜାଗ୍ରତ କରିଛି । ଜ୍ୟୋତି ଭାଇ ତମେ ମୋର ବନ୍ଧୁତ୍ୱ ସ୍ୱୀକାର କର ।"


ଜ୍ୟୋତି : " ରୀନା ତମେ କଣ କହୁଛ । ମୁଁ କଣ ଜାଣିଶୁଣି ତମ ଦେହକୁ ଛୁଇଁଛି । ଅଜାଣତରେ ଆମେ ସାଇକେଲରୁ ପଡିଗଲେ । ସେଇଟା କଣ ମୋର ଭୁଲ , କୁହ ରୀନା ମୋ ଉପରେ ଏମିତି କାହିଁକି କଳଙ୍କ ବୋଳି ଦେଉଛ । ମୋତେ ଜାଣି ଶୁଣି ମରଣ ମୁହଁ କୁ ପେଲି ଦେଉଛ କାହିଁକି ? ମୋର ଦୋଷ କଣ? କୁହ ରୀନା କୁହ


ରୀନା : " ନାହିଁ ଜ୍ୟୋତି ଭାଇ ସତ କହୁଛି ତମେ ମୋର ବନ୍ଧୁ ବୋଲି ମୁଁ ଭାବି ନେଇଛି । ତମର କୌଣସି ଦୋଷ ନାହିଁ । ସେଇ ଭଗବାନଙ୍କର ଦୋଷ, ଯିଏ ଆମକୁ ମିଶେଇ ଦେଇଛନ୍ତି । ମୁଁ ବଞ୍ଚିଥିବା ଯାଏ ତୁମ ଗୋଡ଼ରେ କଣ୍ଟା ପଶିବାକୁ ଦେବିନି ଜ୍ୟୋତି ଭାଇ । କୁହ ତୁମେ ସତରେ ମୋର ବନ୍ଧୁତ୍ୱ ସ୍ୱୀକାର କରିବ କି ନାହିଁ ?"


ଜ୍ୟୋତି: " ନାଁ ଏଇଟା ଅସମ୍ଭବ ରୀନା"


ରୀନା : " ହଉ ଠିକ ଅଛି "


କହି ଚାଲିବାକୁ ଆରମ୍ଭ କଲା । ଜ୍ୟୋତି ଭାବିଲା ମୋରତ ଜଣେ ପ୍ରେମିକା ଅଛି । ହଉ ଆପେ ଆପେ ଜାଲରେ ପଡିଥିବା ମାଛ କୁ ଛାଡିବା ଉଚିତ ନୁହେଁ ଭାବି ରୀନା ର ହାତକୁ ଧରି ନେଇଥିଲା ଜ୍ୟୋତି । ରୀନା ର ନରମ ହାତର ସ୍ପର୍ଶ କିଛି କ୍ଷଣ ପାଇଁ ପାଗଳ କରିଦେଇଥିଲା ଜ୍ୟୋତିକୁ ।


" ମୁଁ ତୁମକୁ ଭଲ ପାଏ ରୀନା, ମୁଁ ତୁମକୁ ବହୁତ ବହୁତ ଭଲ ପାଏ" କହି ପକେଇଲା ଜ୍ୟୋତି ।


ରୀନା ଗୋଟିଏ ସ୍ପର୍ଶରେ ପ୍ରେମରେ ମତୁଆଲା ହୋଇ ଯାଇଥିଲା । ପ୍ରେମରେ ଦିବାନି ହୋଇ ଜ୍ୟୋତିକୁ ଟାଣି ନେଇଥିଲା ଉଆଢ଼ିଆ ସ୍ଥାନକୁ । ସମ୍ପୂର୍ଣ ଆଲିଙ୍ଘନ କରି ନେଇଥିଲେ ଜ୍ୟୋତିକୁ । ପ୍ରେମ ଚୁମ୍ବନ ଭରି ଦେଇଥିଲା ସମ୍ପୂର୍ଣ ଶରୀରରେ। ସେ ଭାବି ନେଇଥିଲା ଜ୍ୟୋତି ହେଉଛି ତାର ପ୍ରଥମ ପ୍ରେମ । କାରଣ ଯିଏ ପ୍ରଥମ ପ୍ରେମ ହରାୟେ ସେ ହେଉଛି ବେଶ୍ୟା । ବେଶ୍ୟାର ପୁରୁଷ ବଦଳେଇବା ହେଉଛି ପ୍ରକୃତି । ତେଣୁ ରୀନା ବେଶ୍ୟା ହେବାକୁ ଚାହିଁ ନ ଥିଲା । ତାର ଲକ୍ଷ ଯିଏ ତା ଶରୀରକୁ ପ୍ରଥମ ସ୍ପର୍ଶ କରିଛି ସେ ହେଉଛି ତାର ପ୍ରଥମ ପ୍ରେମ । ସେ ତାର ରୂପ, ରଙ୍ଗ, ବୟସ, ଜାତି, ବର୍ଣ୍ଣ, ଧର୍ମ, ଗୋତ୍ର, ରାଶି, ନକ୍ଷତ୍ର, ଧନ ଆଉ ଦୌଲତ କୌଣସି ବିଷୟରେ ଭାବି ନ ଥିଲା । ଖାଲି ସେ ଭାବିଥିଲା ଜ୍ୟୋତି ହେଉଛି ତାର ପ୍ରେମ ।


    ସେଦିନ ଉଆଢ଼ିଆ ଜାଗାରେ ଓ ରାତ୍ରିର ଅନ୍ଧକାରରେ ଜ୍ୟୋତି ଓ ରୀନା ର ସମ୍ପୂର୍ଣ ମିଳନ ହୋଇଯାଇଥିଲା । ଚୁମ୍ବନ ପରେ ଚୁମ୍ବନ, ଆଲିଙ୍ଘନ ଉପରେ ଆଳିଙ୍ଘନ କରି ସେମାନେ ଏମିତି କାମୁକ ହୋଇ ଯାଇଥିଲେ ଯେ ଗୋଟେ ମିନିଟ ରୁ ଗୋଟେ ଘଣ୍ଟା ବିତି ଯାଇଥିଲା । 


   ରୀନା କୁଆଡେ ଗଲା ଭାବି ସାଙ୍ଗ ମାନେ ଜୋର ସୋରରେ ଖୋଜା ଖୋଜି କଲେ । ତା ପରେ ମାଇକି ରେ ପ୍ରଚାର ମଧ୍ୟ କରା ଗଲା କି ରୀନା କୁଆଡେ ଗଲୁ ଜଲ୍ଦି ଆ । ଏହି ଶବ୍ଦ ରୀନା ଶୁଣି ପରି ଜ୍ୟୋତିକୁ କହିଲା " ଜ୍ୟୋତି ତମେ ଏଇ ଦିଗରେ ପଳାଅ ଆଉ ମୁଁ ଏଇ ଦିଗରେ ଯାଉଛି ଓ ମୋ ଫୋନ ନମ୍ବର ନେଇ ନିଅ କଲ କରିବ "


    ଦୁହେଁ ପୁଣି ଆସି ସଭା ସ୍ଥଳରେ ପହଞ୍ଚି ଗଲେ । ସାଙ୍ଗ ମାନଙ୍କୁ ବାହାନା କରି ରୀନା କହିଲା ଜାଣିଛ ମୋତେ ଜୋରରେ ବାନ୍ତି ଆସିଲା ଓ ପେଟ ଦରଦ ହେଲା ମୁଁ ସେଇଠାରେ ବସି ଯାଇଥିଲି ବେହୋସ ହୋଇ । ରୀନା ର ବାପା ଆଉ ମାଆ ମଧ୍ୟ ଝିଅର କଣ ହେଇଛି ଭାବି ବ୍ୟସ୍ଥ ହୋଇ ଘରକୁ ନେଇଯାଇଥିଲେ । ରାତିରେ ରୀନା ଏକୁଟିଆ ସୋଇ ଥାଏ । ପ୍ରଥମ ଥର ପାଇଁ ଜ୍ୟୋତିର କଲ ଆସିଲା ରୀନା ପାଖକୁ । କେମିତି ଅଛ, କଣ କରୁଛ ଚୁମା ଦିଆ ନିଆ ଏମିତି । ଏବେ ଠାରୁ ରାତିରେ ପଢ଼ା ପଢି ବଦଳରେ ଜ୍ୟୋତି ର କଲ କୁ ସବୁବେଳେ ଅପେକ୍ଷା ଚାଲିଲା ରୀନା ର ।


   ଜ୍ୟୋତି ସବୁବେଳେ ରୀନା କୁ କହିଥାଏ ରୀନା ଜାନୁ ତମେ ମୋତେ କେବେ ଆଗରେ କଲ କରିବ ନାହିଁ । କାରଣ ମୋବାଇଲ ବାପାଙ୍କ କି ଭାଇଙ୍କ ପାଖରେ ରୁହେ । ତେଣୁ ମୁଁ ତୁମକୁ ଯେତେବେଳେ ମିସିଡ କଲ ଦେବୀ କରିବ । ହଉ ଠିକ ଅଛି କହି ରୀନା ସବୁବେଳେ ଅପେକ୍ଷା କରେ ଜ୍ୟୋତିର କଲକୁ ।


   ହେଲେ ଜ୍ୟୋତି ପ୍ରଥମେ କଥା ହୁଏ ତା ପ୍ରେମିକା ଟିନା ସହିତ ଓ ସେ ଶୋଇବା ପରେ ରୀନା ପାଖକୁ କଲ କରେ । ଏମିତି ଯେତେ ଦିନ ବାହାରେ ରୁହେ ସେତେ ଦିନ ଏମିତି କରେ ଆଉ ଘରକୁ ଆସିଲେ । କଉ ସମୟରେ କାହାକୁ ଦେଖା କରିବ ଆଉ କେଉଁଠାରେ ଦେଖା କରିବ ଏହାର ଚର୍ଚା କରିଥାଏ । 


   ଦିନେ ରୀନା କହିଲା ଜ୍ୟୋତି ଆମେ ମିଶମିସି ହୋଇ ବହୁତ ଦିନ ହେଲାଣି । ତମେ ମୋତେ ଏତେ ଭଲ ପାଉଛ ତୁମ ଜୀବନ ଠାରୁ ଅଧିକ ତେଣୁ ଥରେ ଜାଗା ଦେଖ ଆମେ ମିଶମିସି କରିବା । ଜ୍ୟୋତି କହିଲା ହଉ ଠିକ ଅଛି ତମେ ସନ୍ଧ୍ୟା ସମୟରେ ମନ୍ଦିର ପାଖ ଜଙ୍ଗଲକୁ ପଳେଇ ଆସ ଆଉ ସାଥିରେ ଗୋଟେ ଉତ୍ତରୀ ଆଣିବ । ସେଇ ଉତ୍ତରୀ ପକେଇ ଆମେ ଦୁହେଁ ବସିବା ଓ କଥା ହେବା । 


    ରୀନା ମଧ୍ୟ ଜ୍ୟୋତି କହିବା ଅନୁସାରେ କୌଣସି ଏକ ବାହାନା କରି ଘରୁ ବାହାରି ଗଲା ସ୍କୁଟି ନେଇ । ଯାଇ ପହଁଚି ଯାଇଥିଲେ ସେଇ ଜଙ୍ଗଲରେ । ମୌସମ ଟିକେ ଥଣ୍ଡା ସହିତ ସୁଲୁ ସୁଲୁ ପବନ ବହୁଥାଏ । ବୈଶାଖ ଯାଇଛି ଏବେ ବର୍ଷା ଋତୁ ଆସିଛି ତେଣୁ ବର୍ଷା ଭାରି ମାତ୍ରାରେ ହୋଇ ନଥାଏ । ପାଗ ଶୁଖିଲା ଥିବାରୁ ଜଙ୍ଗଲ ଟା ମଧ୍ୟ ଶୁଖିଲା ଥାଏ । ଚାରି ଆଡ଼ ସୁନସାନ ସେଇଠାରେ ପହଁଚିଯାଇଥିଲା ରୀନା । ଅପେକ୍ଷା କରିଥିଲା ଜ୍ୟୋତିକୁ । ଅପେକ୍ଷାରେ ଅନ୍ତ ଚିରି ଜ୍ୟୋତି ଆସି ରୀନା ପାଖରେ ପହଞ୍ଚି ଯାଇଥିଲା । ଆଉ କହିଲା ରୀନା ଆଉ ଅପେକ୍ଷା କରିବାର ନାହିଁ ଆସ ମୋ ବାହୁ ବନ୍ଧନକୁ । ରୀନା ଟାଣି ହୋଇ ଯାଇଥିଲା ଜ୍ୟୋତିର ବାହୁ ବନ୍ଧନରେ । ଭିଜି ଯାଇଥିଲା ଗ୍ରୀଷ୍ମର ତାତିରେ । ମତୁଆଲା କରିଦେଇଥିଲା ପ୍ରେମର ଜୁଆରରେ । ଏବେ କେବଳ ଜ୍ୟୋତି ସହିତ ରୀନା । ବାଧା ଦେବାକୁ କେହି ନାହିଁ ପାଖରେ । ଯେତେ ମସ୍ତି କରିଲେ ବି କେହି କହିବାର ନାହିଁ । ମନ ଇଛା ଚୁମ୍ବନ ପରେ ଚୁମ୍ବନ ଦେଇ ଶାରୀରିକ ସମ୍ବନ୍ଧ ସ୍ଥାପନ କରି ବସିଥିଲେ ଦୁଇ ଜଣ । 


    ପୁଣି ସେଦିନ କୌଣସି ଏକ ବାହାନା କରି ରୀନା ଘରୁ ଖସି ଯାଇଥିଲା । ହେଲେ ଖସି ଗଲେ କଣ ହେବ ରୀନା ବହୁତ ବଡ଼ ଧୋଖା ଖାଇ ବସିଥିଲା । ବାରମ୍ବାର ଶାରୀରିକ ସମ୍ବନ୍ଧ ରଖି ସେ ଅନ୍ତସତ୍ଵା ହୋଇ ବସିଲା । ସେ ହୋଇ ବସିଲା ଜ୍ୟୋତି ପିଲାର ବାପା । ରୀନା ପରି ଟିନା ମଧ୍ୟ ହୋଇ ବସିଲା ଅନ୍ତସତ୍ଵା ଓ ଟିନା ମଧ୍ୟ ଜ୍ୟୋତି ପିଲାର ମାଆ ହୋଇ ବସିଥିଲା । 


   ଜ୍ୟୋତି ବିଷୟରେ କହିବାକୁ ଗଲେ । ବିଧବା ମାଆ ତାର । ଘର ତଳି ଛଡା ମୁଣ୍ଡ ଗୁଞ୍ଜିବାକୁ କେବଳ ସେଇ ଝୁପୁଡି ଘର । ଏଇ ଦୁଇ ବରଷ ହେବ ସେ ଯାଇ କେରଳରେ ରହୁଛି । କେରଳରେ ରହି ସେଠାରେ କୌଣସି ଏକ କାରଖାନାରେ କାମ କରି ଜଉ ଦୁଇ ପଇସା ପାଏ ସେଥିରେ ବିଧବା ମାଆ ଓ ଜେଜେ ବାପା ଜେଜେମା ଚଳି ଯାଆନ୍ତି । ଗୋଟିଏ ଭଉଣୀ ତାର । ଭଉଣୀ ମଧ୍ୟ ଆର୍ଥିକ ପରିସ୍ଥିତି ଯୋଗୁଁ କୌଣସି ଏକ ଲୋକର ଘରେ କାମ କରୁଥିଲା । କାମ କରୁ କରୁ କୌଣସି ଏକ ପୁରୁଷକୁ ରାଜି ହୋଇ ବିବାହ କରି ପଳେଇ ଯାଇଛି । ଏମିତି ରେ ଜ୍ୟୋତି ଘରେ ଖାଇବାକୁ ଦାନା ନାହିଁ । ରହିବାକୁ ଘର ନାହିଁ ହେଲେ ଜ୍ୟୋତି ଦୁଇଟି ପିଲାର ବାପା ହେବାକୁ ଯାଉଛି । ଏହିତ ପ୍ରେମ ।


    ରୀନା ମାଆ ହେବା କଥା ଜ୍ୟୋତି ଶୁଣିବାକୁ ପାଇଲା । ଟିନା ମାଆ ହେବା କଥା ମଧ୍ୟ ଶୁଣିବାକୁ ପାଇଲା । ଏବେ କଣ କରିବ । ବହୁତ ଦ୍ଵନ୍ଦରେ ପଡି ଯାଇଥିଲା ଜ୍ୟୋତି । ରୀନା କାହାକୁ କହିବ କିଏ ବା ଶୁଣିବ ତା କଥା । ବାପା ମାଆ ମୁହଁ ଟେକି ବାଟ ଚାଲି ପାରିବେ ନାହିଁ । ଏମିତି କଣ କଲି ମୁଁ ଚରିତ୍ର ହିନା । ମୁଁ ଅଲକ୍ଷଣି । ଏମିତି ନିଜକୁ ଧିକ୍କାର କରିବାକୁ ଲାଗିଲା । ଏବେ ଜ୍ୟୋତି କାହାରି ଫୋନ ନ ଉଠେଇ ସିଧା କେରଳ ପଳେଇ ଯାଇଥିଲା । ରୀନା ଏବେ ବାଧ୍ୟ ହୋଇ ନିଜ ସାଙ୍ଗଙ୍କୁ କହିଲା । କାରଣ ବାରମ୍ବାର ବାନ୍ତି ହେଉଥିବା ଦେଖି ମାଆ ମଧ୍ୟ ପଚାରିଲେ । ଏବେ ସବୁ ସତ କଥା ମାଆ ମାଆଙ୍କୁ କହିଦେଲା ରୀନା । ଆଉ କହିଲା ମାଆ ଜ୍ୟୋତିର କୌଣସି ଭୁଲ ନାହିଁ । ସେ ମୋର ସ୍ୱାମୀ । ସେ ଭୟରେ ଫୋନ ବନ୍ଧ କରି ଦେଇଛି । ସେ କେରଳ ପଳେଇ ଯାଇଛି । ସବୁ ଦୋଷ ମୋର । ମାଆ ତମେ ମୋତେ ମାରିଦିୟ । ଦୋଷ ମୁଁ କରିଛି ହେଲେ ନିରୀହ ନିଷ୍କପଟ ଜ୍ୟୋତିକୁ କୌଣସି ଦଣ୍ଡ ଦିଅ ନାହିଁ ।


    ମାଆ, ଧୀରେଶ ବାବୁଙ୍କୁ ସବୁ କଥା ଜଣେଇଲେ । ଧୀରେଶ ବାବୁ ସବୁ ଶୁଣିଲେ । ସବୁ ବୁଝିଲେ ଆଉ କହିଲେ ଆମେ ପିଲାଟିକୁ ଅବ୍ରୋସନ କରିଦେବା । ହେଲେ କେହି ମାଆର ପିଲା ମାରିବା କଥାରେ ରାଜି ହେବାର କିଏ ଦେଖିଛି ଯେ । ରୀନା ଆଦୌ ରାଜି ହେଲା ନାହିଁ । ମୋତେ ମାରିଦିଅ ହେଲେ ମୋ ପିଲାକୁ ମାର ନାଁହି । ଭୁଲ ମୁଁ କରିଛି ବାପା, ତମେ ମୋତେ ମାରିଦିଆ । ହେଲେ ମୋ ପିଲାକୁ ମାର ନାହିଁ । ଦଣ୍ଡ ମୁଁ ପାଇବା ଯୋଗ୍ୟ । ଏତେ ଅଳ୍ପ ବୟସରୁ ବାପା, ମାଆ ଓ ପରିବାରର ଇଜ୍ଜତ କଥା ନ ଭାବି ଆଜି ମୁଁ ଦୋଷ କରିଛି । ଆଉ ଏଇ ଦୋଷର ଭାଗିଦାରୀ କିଏ ହେବ ଯେ । ମୋତେ ହେବାକୁ ପଡିବ । ମୋ ପାଠ ପଢା, ମୋ ଭବିଷ୍ୟତ ସବୁକୁ ପଦାରେ ପକେଇ ମୁଁ ହେଇଯାଇଥିଲି ପ୍ରେମର ମତୁଆଲା । ଏବେ ମୋ କର୍ମଫଳ ମୁଁ ଭୋଗିବିନି ତ ଆଉ କିଏ ଭୋଗିବ କହିଲେ । ଦୁଃଖ ତ ମୋ ଭାଗ୍ୟରେ ଲେଖା ଅଛି । କଷ୍ଟତ ମୋ ଭାଗ୍ୟରେ ଲେଖା ଅଛି ତେଣୁ ମୋ ଭାଗ୍ୟର ଦୋଷକୁ କାହା ଉପରେ ଲଦି ଲାଭ କଣ ଯେ । ଏଣୁ ମୋତେ ମାରିଦିଅ ବାପା କହି କାନ୍ଧିବାକୁ ଲାଗିଲା ରୀନା । ରୀନା ବାପା ବିଦ୍ୟାଳୟରୁ ଟି ସି ନେଇ ମାମୁଁ ଘରକୁ ରିନାକୁ ପଠେଇ ଦେଇଥିଲେ । ରୀନା ମାମୁଁ ଘରେ ରହି ଯଦି ପିଲା ଜନ୍ମ କରେ ଲୋକେ ଜାଣି ପାରିବେ ନାହିଁ କାରଣ ରୀନା ର ମାମୁଁ ଘର ସହରରେ ଥିଲା । 

    ଟିନା ବାପା ଜଣେ ପୋଲିସ କର୍ମଚାରୀ । ସେ ଯେତେବେଳେ ଶୁଣିବାକୁ ପାଇଲେ ଝିଅର ପରିସ୍ଥିତି ସମ୍ପର୍କରେ, ସିଧା ଝିଅକୁ ନେଇ ନିଜ ଥାନାରେ ଅଭିଯୋଗ କରିଥିଲେ । ତା ପରେ ଜ୍ୟୋତିକୁ ଧରା ଯାଇଥିଲା ଓ ସେ ତାର ସମସ୍ତ ଦୋଷ ମାନି ନେଇଥିଲା । କହିଥିଲା ମୋର ରୀନା ବୋଲି ଆଉ ଗୋଟେ ଝିଅ ସହିତ ମଧ୍ୟ ସମ୍ପର୍କ ଥିଲା ଆଉ ସେ ମଧ୍ୟ ଗର୍ଭବତୀ । ହେ ଭଗବାନ ଏମିତି ସାଙ୍ଘାତିକ ଲୋକ ୟେ ! କହି ଜୋରରେ କନ୍ଧିବାକୁ ଲାଗିଥିଲା ଟିନା । 

   ରୀନା ଶୁଣିବାକୁ ପାଇଲା ଜ୍ୟୋତି ପୋଲିସ ଦ୍ୱାରା ଧରା ଯାଇଛି । ସେ ଏଇନେ ଥାନାରେ ଅଛି । ତାକୁ ମଧ୍ୟ ଜେଲ ହେଇଯିବ । କାରଣ ସେ ଟିନା ସହିତ ସମ୍ପର୍କ ରଖି ତାକୁ ଗର୍ଭବତୀ କରାଇଛି ତା ସହିତ ରୀନା କୁ ମଧ୍ୟ । ଟିନା ନାଁ ବାଳିକା ନୁହେଁ । ତାର ଏଇନେ କୋଡିଏ ବର୍ଷ ହେଲେ ରୀନା କେବଳ ପନ୍ଦର ବର୍ଷର ଝିଅ । ତେଣୁ ଜ୍ୟୋତିର ଆଜୀବନ କାରାଦଣ୍ଡ ପାଇଁ ରୀନା ର ବୟାନ ଚାଁହୁଛି ପୋଲିସ । ରୀନା ସହରରୁ ଆସିଥିଲା ଗାଁ । ଲୋକଙ୍କର ଛି ଛାକର ତ ଶୁଣିବାକୁ ପଡିବ । ନିଜ ସହ ପାଠି ମାନଙ୍କର ବି ଛି ଛାକର ଶୁଣିବାକୁ ପଡିବ । 

    ରୀନାକୁ କଡା ସୁରକ୍ଷା ମଧ୍ୟରେ ନିଆ ଯାଇଥିଲା ନ୍ୟାୟାଳୟ ମଧ୍ୟକୁ । ରୀନା ର ବାପା ଜଣେ ଓକିଲ । ଓକିଲ ବାପା ନିଜ ଝିଅର କେଶ କୁ ଲଢ଼ିବେ ନାହିଁ ବୋଳିତ କେସ ଫାଇଲ କରି ନଥିଲେ । ହେଲେ ଟିନା ଯୋଗୁଁ ତାଙ୍କ ଝିଅ ଆଉ ତାଙ୍କ ନିଜର ସମ୍ମାନ ତଳକୁ ଯିବ । ଯାହା ହେଲେ ବି ସେମାନେ ପିଲା କଣ ଭୁଲ କରି ଦେଇଛନ୍ତି ଯେ ତାଙ୍କୁ କ୍ଷମା ଦେବା ଆମର ଅଧିକାର । ଏମିତି ଚିନ୍ତାରେ ସୁଧୀର ବାବୁ ନିଜେ ଓକିଲ ହୋଇ ଝିଅ ସାଥିରେ ଯାଇଥିଲେ ନ୍ୟାୟାଳୟ କୁ । ରୀନା କୁ ଡକା ଯାଇଥିଲା କାଠ ଗଢାକୁ । ଓକିଲ ପଚାରିଲେ କୁହ ଝିଅ ରୀନା ତୁମର କଣ ଏଇ ଜ୍ୟୋତି ବୋଲି ଟୋକା ଜଣକ ଇଜ୍ଜତ ଲୁଟିଥିଲେ ।

ରୀନା : " ନାଁ ମହାଶୟ !ସେ ହେଉଛନ୍ତି ମୋର ସ୍ୱାମୀ । ମୋ ଇହ ପର କାଳର ଦେବତା । ମୁଁ ତାଙ୍କ ବିନା ଆଉ କୌଣସି ପୁରୁଷର ସ୍ୱପ୍ନ ଦେଖି ପାରିବିନି । "

ଓକିଲ : "ତେବେ କୁହ ତମେ ଯଦି ତାଙ୍କୁ ସ୍ୱାମୀ କହୁଛ ତେବେ ସେପାଖ କାଠ ଗଢାରେ ଥିବା ଝିଅକୁ ଦେଖ । ତାର ବି ତମ ଅବସ୍ଥା । ତା ନାଁ ଟିନା । ସେ ମଧ୍ୟ ଗର୍ଭବତୀ । ଏବେ କୁହ ସେ ବି କହୁଛନ୍ତି ଜ୍ୟୋତି ତାଙ୍କର ସ୍ୱାମୀ । ସେ ମଧ୍ୟ ଏଥି ପାଇଁ କେଶ କରିଛନ୍ତି । ଆଉ ନ୍ୟାୟ ଆଶାରେ ଅଛନ୍ତି । କୁହ ତେବେ ତୁମେ କଣ ଚାଁହୁଚ ।"

ରୀନା : " ଓକିଲ ମହାଶୟ! ସେ ଭଉଣୀ ମଧ୍ୟ ତାଙ୍କର ସ୍ତ୍ରୀ ଏଥିରେ କୌଣସି ପତ୍ୟୁତ୍ତର ନାହିଁ ମୋର । ହେଲେ ମୁଁ ମୋ ସ୍ୱାମୀର ସୁରକ୍ଷା ଚାହେଁ । ସେ ମୋର ସ୍ୱାମୀ । ସେ ମୋ ପିଲାର ବାପା । ସେ ମୋ ଇହ ପର କାଳର ଦେବତା । ସେ ନ ଥିଲେ ମୁଁ ମାଆ ହେବାର ସୌଭାଗ୍ୟ କେମିତି ପାଇଥାନ୍ତି । ମୁଁ ଏତିକି ଗୁହାରି କରୁଛି ମହାଶୟ, ମୋତେ ନ୍ୟାୟ ମିଳୁ ମୋ ସ୍ୱାମୀକୁ ସୁରକ୍ଷା ମିଳୁ । ସେ ମଧ୍ୟ ମୋ ପାଖରେ ନ ରୁହନ୍ତୁ କିନ୍ତୁ ସୁରକ୍ଷିତ ରୁହନ୍ତୁ । ସେ ମଧ୍ୟ ଅଜାତି ହୁଅନ୍ତୁ, ଭିକାରୀ ହୁଅନ୍ତୁ କି ଅସହାୟ ପଙ୍ଗୁ ହୁଅନ୍ତୁ, ମହାଶୟ ମୋ ସ୍ୱାମୀଙ୍କ ଦୀର୍ଘାୟୁ ମୋର କାମ୍ୟ । 

ଓକିଲ : " ଏତେ କମ ବୟସରେ ତମେ ଅନ୍ତସତ୍ଵା, ତଥାବି ତୁମକୁ ଲାଜ ଲାଗୁନି ଏମିତି ବାହୁଲ୍ୟ କରିବାକୁ । ସେ ଜଣେ ଧର୍ଷଣ କରି । ତାକୁ ମୃତ୍ୟୁ ଦଣ୍ଡ ଦରକାର । ତୁମ ବାପା ମଧ୍ୟ ଜଣେ ଓକିଲ । ସେ କଣ ଚାହାନ୍ତି ଏହି ସମ୍ବନ୍ଧରେ ?"

ରୀନା : " ମୋ ବାପା ମୋ ଖୁସି ଚାହାନ୍ତି । ସେ ଆଉ କଣ ଚାହିଁବେ ? ହେଲେ ମୋ ସ୍ୱାମୀଙ୍କର କିଛି ଟିକେ ହେଲେ ମୁଁ ଏଇ ନ୍ୟାୟାଳୟ ଆଗରେ ବିଷ ଖାଇ ଆତ୍ମହତ୍ୟା କରିଦେବି !"

ଜଜ୍ଜ୍ଵ ମହାଶୟ :"ଅର୍ଡୱେର...ଅର୍ଡୱେର...ଝିଅ ରୀନାର ବୟାନ ନୋଟ କରାଯାଉ । କୁହ ରୀନା ତମେ ଯେଉଁ ଗର୍ଭବତୀ ହୋଇଛ ଏହା କଣ ବଳାତ୍କାର ନୁହେଁ? "

ରୀନା : " ନାହିଁ ଜଜ୍ଜ୍ଵ ମହାଶୟ ଏହା ବଳାତ୍କାର ନୁହେଁ । କାରଣ ମୋ ଇଛା ବିରୁଦ୍ଧରେ ସେ କିଛି ବି କରି ନାହାନ୍ତି । ତେଣୁ ସେ ଯାହାକୁ ବି ଭଲ ପାଆନ୍ତୁ ହେଲେ ତାଙ୍କର କୌଣସି ଦୋଷ ନାହିଁ ।" 

ଟିନା କୁ ପଚରା ଯାଇଥିଲା ପ୍ରଶ୍ନ ଆଉ ଟିନାର ଉତ୍ତର ଥିଲା ଜ୍ୟୋତି କୁ ଫାଶୀ ହେବା ଦରକାର । ଜଜ୍ଜ୍ଵ ମହାଶୟ ହସି ଦେଇ କହିଥିଲେ । ଆଜିର ଅଦାଲତ ରୀନା ର ବୟାନ କୁ ଗୁରୁତ୍ୱ ଦେଇ ରୀନା ର ମଙ୍ଗଳ କାମନା କରୁଛି । ତେଣୁ ଜ୍ୟୋତି କୁ ମୁକ୍ତ କରାଗଲା । ରୀନା ର ପ୍ରାପ୍ତ ବୟସ ପରେ ରୀନା ଓ ଜ୍ୟୋତି ସହିତ ବିବାହ କରି ପାରିବେ । ଜ୍ୟୋତିର ମତାମତ ବୁଝିବାକୁ ଯାଇ ଜଜ୍ଜ୍ଵ ମହାଶୟ କହିଲେ ଜ୍ୟୋତି ତମେ କଣ କହିବାକୁ ଚାହଁ ?

   ଜ୍ୟୋତି କହିଲା ଯେହେତୁ ଦୁହେଁ ମୋ ପିଲାର ମାଆ । ତେଣୁ ମୁଁ ଚାହୁଁଛି ଦୁଇ ଜଣ ମୋ ସାଥିରେ ରୁହନ୍ତୁ । ମୁଁ ଦୁଇ ଜଣଙ୍କୁ ବିବାହ କରି ନିଶ୍ଚୟ ପୋଷି ପାରିବି । ଆଗ ଅପେକ୍ଷା ଅଧିକ ପରିଶ୍ରମ କରିବି । 

   ଜଜ୍ଜ୍ଵ ହଉ ଠିକ ଅଛି ତୁମକୁ ବିବାହ ପାଇଁ ଆଦେଶ ଦେବା ପୂର୍ବରୁ ଆଉ ଥରେ ଟିନା ର ମତ ନେବା ଉଚିତ । ଟିନା କୁ ପଚାରିବାରୁ ଟିନା କହିଲା ମୁଁ କେବେ ୟେ କୁକୁରକୁ ବାହା ହେଇ ପାରିବିନି ତେଣୁ ମୁଁ ଆଗରୁ ବିଷ ପିଇ ଦେଇଛି । ଯାହାକି ମୋର ମୃତ୍ୟୁର ସମୟ ଆସିଯାଇଛି । ସଙ୍ଗେ ସଙ୍ଗେ ଟିନା କୁ ଡାକ୍ତର ପାଖକୁ ନିଆ ଯାଇଥିଲା । ଆଉ ଡାକ୍ତର ଖାନାରେ ଟିନା ର ମୃତ୍ୟୁ ହୋଇ ଯାଇଥିଲା । 

    ସେଥି ପାଇଁ ଜଜ୍ଜ୍ଵ ମହାଶୟ ଜ୍ୟୋତିକୁ ପାଞ୍ଚ ବର୍ଷ ଜେଲର ସଜା ଶୁଣାଇଥିଲେ । ହେଲେ ସେଇ ପାଞ୍ଚ ବର୍ଷ ମଧ୍ୟରେ ରୀନା ର ଗୋଟେ ସୁନ୍ଦର ପୁଅ ହେଇଥିଲା । ରୀନା ମଧ୍ୟ ଦଶମ ଶ୍ରେଣୀରେ ବହୁତ ଭଲ ମାର୍କ ରଖି ପାସ କରିଥିଲା । କଲେଜ ରେ ଯୁକ୍ତ ଦୁଇ ପରୀକ୍ଷାରେ ସବୁଠାରୁ ଆଗେ ରହି ଓଡ଼ିଶାର ଦଶ ନମ୍ବର କ୍ରମରେ ରହିପାରିଥିଲା । ଏବେ ରୀନା ଆଇ ଏ ଏସ ପଢୁଛି । ଯେତେବେଳେ ଜ୍ୟୋତିର ଜେଲ ସମୟ ସରି ଯାଇଥିଲା । ରୀନା ଯାଇ ତାକୁ ନିଜ ଘରକୁ ପାଛୋଟି ନେଇଥିଲା । ତାର ସେଇ ହୋଇଥିବା ପୁଅ ମଧ୍ୟ ସବୁ ଗାଈ ଯାଉଥିଲା । ଅ ଆ ଇ ଇତ୍ୟାଦି...ଇତ୍ୟାଦି.... । ଜ୍ୟୋତିର ମାଆ ଘର ଭାଙ୍ଗିଯିବାରୁ ଆସି ଜ୍ୟୋତି ପାଖରେ ରହି ନାତିକୁ ଧରୁଥିଲା । ଜ୍ୟୋତି ବିବାହ ନ କରି ପିଲା ଆଉ ବିବାହ ନକରି ନିଜର ଶଶୁର ଘର । ଯେମିତି ଆକାଶଟା ଭାଙ୍ଗି ଖସିପଡିବ । ହେ ବିଧାତା ଏମିତି ସୁଖ କଣ ମୋ ଭାଗ୍ୟରେ ଥିଲା । ରାଜା ରାଜୁଡା ସୁଖ । 

   ରୀନା କହିଥିଲା ଦେଖିଲ ଜ୍ୟୋତି ମୋର ପ୍ରେମ ଏମିତି ଯେ କି ହୃଦୟ ଭିତରେ ମନରେ ନୁହେଁ । ଆଉ ଏବେ ଅନୁଭବ କର ତମେ ହେବ ଜଣେ ଆଇ ଏ ଏସ ର ସ୍ୱାମୀ । ଆଉ ମୋ ପୁପୁନୁର ବାପା । ଆଉ ସେ ଚଷା ଘରର ପୁଅ ନୁହେଁ । କରଣ ଘରର ଜ୍ୱାଇଁ । ତେଣୁ ପ୍ରଥମେ ନିଜକୁ ସଜେଇବା ସହିତ ନିଜ ହୃଦୟରେ ଲକ୍ଷ ଆଣିବା ଉଚିତ । ତେବେ ଯାଇ ଏହି ଜଗତରେ ସବୁଠାରୁ ସୁନ୍ଦର ହୃଦୟର ପ୍ରେମିକା, ସ୍ତ୍ରୀ ପାଇ ପାରିବ ।



Rate this content
Log in

Similar oriya story from Romance