ଅଣୁ ଗଳ୍ପ-ହତ୍ୟାକାରି
ଅଣୁ ଗଳ୍ପ-ହତ୍ୟାକାରି
:- ହେଇ...ଶୁଣୁନ...।
-: କଣ ଯେ!
-: ବାହାଘର କେବେ ହେବ?
-: ମୁଁ ମନାକରୁନି ତ? ଏତେ ବ୍ୟସ୍ତ କାହିଁକି?
-: ତୁମ ଛୁଆ ଧିରେ ଧିରେ ମୋ ପେଟରେ ବଢୁଛି। କୋଉ ଅବିବାହିତ ନାରୀ ପାଇଁ ଏହା ଶୁଭ କି?
-: ହେତ୍ ମୁଁ ବୁଝିପାରୁନି ତୁମକୁ।
-: ତୁମ ପାଇଁ ଏତେ ସବୁ ହେଲା।
-: ମାନେ? କଣ କହିବାକୁ ଚାହୁଁଛ?
-: କିଛି ନୁହେଁ।
-: ତେବେ ଆମ ବାହାଘର? ଦୀର୍ଘ ନିଶ୍ବାସ ଛାଡି ଅଟକିଗଲ କଣ ପାଇଁ ଯେ?
-: ମାରିଦେବା ଆମେ ସେ ଭୃଣକୁ।
-: ତମେ ହତ୍ୟାକାରି ହେବ? ହେ ଭଗବାନ...??