Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Manash ranjan Pattanayak

Abstract


2  

Manash ranjan Pattanayak

Abstract


ଅଣୁଗଳ୍ପ-ଚେନାଏ ସ୍ବପ୍ନ

ଅଣୁଗଳ୍ପ-ଚେନାଏ ସ୍ବପ୍ନ

1 min 348 1 min 348

ଗୋଟେ ସୁନ୍ଦର ମୂହୁର୍ତ୍ତରେ ଦେଖା ହେଲା ସେ। କେତେ ଦିନର ଅପେକ୍ଷା ପରେ ଅବସାନ ଘଟିଛି ପ୍ରତିକ୍ଷା। କୋଉଠୁ ଆରମ୍ଭ କରିବ ଓ ଶେଷ କରିବ ତା କଥାକୁ। କେତେ ଦିନର ଆଳାପ ପୁଣି ହସଖୁସି ଥିଲା ଦୂରଭାଷ ଯନ୍ତ୍ରରେ। ଆଜି ନୁହେଁ କାଲି କାଲି ନୁହେଁ ପଅରଦିନ ଏମିତି ତ ଦିନ ପରେ ଦିନ ଗଡି ଥିଲା ବାର୍ତ୍ତାଳପ ଦ୍ବାରା ଏଇ ପରସ୍ପର ଦେଖା ହେବା ବାବଦରେ।। ମୁହଁରେ ଆନନ୍ଦ ଦେହରେ ଶୀହରଣ। ଆସି ପହଞ୍ଚିଲାଣି ସେଇ ସୁଦିନ। କିନ୍ତୁ ଏ କଣ? ଏ ତ ସେ ନୁହଁ। କେବଳ ଚେନାଏ ସ୍ବପ୍ନ। ବାସ୍ତବତା ଲୁଚିଗଲା। ବେଡ୍‌ରୁ ଉଠି ମୃଦୁ ଗୁଞ୍ଜରଣରେ କଣ ଗୁଡେ ଗାଇ ଗାଇ ସେ ଯାଉଥାଏ ବାଥ୍‌ରୁମ୍‌ ଭିତରକୁ।


Rate this content
Log in

More oriya story from Manash ranjan Pattanayak

Similar oriya story from Abstract