Manash ranjan Pattanayak

Abstract

2  

Manash ranjan Pattanayak

Abstract

ଅଣୁଗଳ୍ପ-ଚେନାଏ ସ୍ବପ୍ନ

ଅଣୁଗଳ୍ପ-ଚେନାଏ ସ୍ବପ୍ନ

1 min
367


ଗୋଟେ ସୁନ୍ଦର ମୂହୁର୍ତ୍ତରେ ଦେଖା ହେଲା ସେ। କେତେ ଦିନର ଅପେକ୍ଷା ପରେ ଅବସାନ ଘଟିଛି ପ୍ରତିକ୍ଷା। କୋଉଠୁ ଆରମ୍ଭ କରିବ ଓ ଶେଷ କରିବ ତା କଥାକୁ। କେତେ ଦିନର ଆଳାପ ପୁଣି ହସଖୁସି ଥିଲା ଦୂରଭାଷ ଯନ୍ତ୍ରରେ। ଆଜି ନୁହେଁ କାଲି କାଲି ନୁହେଁ ପଅରଦିନ ଏମିତି ତ ଦିନ ପରେ ଦିନ ଗଡି ଥିଲା ବାର୍ତ୍ତାଳପ ଦ୍ବାରା ଏଇ ପରସ୍ପର ଦେଖା ହେବା ବାବଦରେ।। ମୁହଁରେ ଆନନ୍ଦ ଦେହରେ ଶୀହରଣ। ଆସି ପହଞ୍ଚିଲାଣି ସେଇ ସୁଦିନ। କିନ୍ତୁ ଏ କଣ? ଏ ତ ସେ ନୁହଁ। କେବଳ ଚେନାଏ ସ୍ବପ୍ନ। ବାସ୍ତବତା ଲୁଚିଗଲା। ବେଡ୍‌ରୁ ଉଠି ମୃଦୁ ଗୁଞ୍ଜରଣରେ କଣ ଗୁଡେ ଗାଇ ଗାଇ ସେ ଯାଉଥାଏ ବାଥ୍‌ରୁମ୍‌ ଭିତରକୁ।


Rate this content
Log in

Similar oriya story from Abstract