STORYMIRROR

Manash ranjan Pattanayak

Romance

2  

Manash ranjan Pattanayak

Romance

ଅଣୁ ଗଳ୍ପ-ଝୁମ୍ପା

ଅଣୁ ଗଳ୍ପ-ଝୁମ୍ପା

1 min
525

ଆସାମର ପାହାଡି କନ୍ୟା ଝୁମ୍ପା। ଭାରି ସୁନ୍ଦର। ମୁଁ ଯେତେବେଳେ ଚା ବଗିଚାରେ ସୁପରଭାଇଜର ଭାବେ ବିଗତ କିଛି ବର୍ଷ ପୂର୍ବରୁ ଅବସ୍ଥାପିତ ଥିଲି ସେଇ ସମୟରେ ଝୁମ୍ପା ଆସୁଥିଲା ତା ଇଲାକାର ଅନ୍ୟ ଝିଅ ମାନଙ୍କ ସହ ଚା ପତ୍ର ତୋଳିବାକୁ ଆମର ଚା ବଗିଚାକୁ। ଆସାମୀ ଭାଷାରେ କେତେକଣ ଗୁଣୁଗୁଣୁ ହୋଇଥାନ୍ତି ପରସ୍ପର ମଧ୍ୟରେ ଯେତେବେଳେ ମେଳି ବାନ୍ଧି ଚା ପତ୍ର କଲେକ୍‌ସନ କରନ୍ତି ସେମାନେ। ମୁଁ ସିନା ସବୁଦିନ ପାଇଁ ଚାଲିଆସିଲି ରେଜିଗ୍‌ନେସନ ଦେଇ କିନ୍ତୁ ବେଳେ ବେଳେ ଭାରି ମନେପଡେ ସେଇ ପାହାଡି କନ୍ୟା ଝୁମ୍ପା। କାହିଁକି କେଜାଣି ସମୟେ ସମୟେ ସେ ଧସେଇ ପଶେ ମୋ କଲମ ଭିତରେ। ମୁଁ ଗାରେଇ ଚାଲେ କଣ ଏଣୁ ତେଣୁ  ଚାରି ଧାଡିଆ କବିତା। ସତରେ ଝୁମ୍ପା ଥିଲା ପାହାଡି ଝରଣା କୂଳର ସୁନ୍ଦର ବନିତା। କେହି କେହି ପଚାରନ୍ତି ସେ କଣ ତୁମ କବିତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance