STORYMIRROR

Manash ranjan Pattanayak

Abstract Romance

3  

Manash ranjan Pattanayak

Abstract Romance

ଅଣୁଗଳ୍ପ-ସୀମାରେଖା

ଅଣୁଗଳ୍ପ-ସୀମାରେଖା

1 min
471


ବେଳେ ବେଳେ ଇଛା ହୁଏ କଣ ଗୋଟେ ଲେଖିଦେବାକୁ। ପୁଣି ନିଶା ଆସେ ସୁନ୍ଦର ଛବିକୁ ଆଙ୍କି ଦେବି। କିନ୍ତୁ ସେ ତ ଚାଲିଯାଇଛି। ଆଉ ଫେରିବାର ପ୍ରଶ୍ନ ନାହିଁ କାରଣ ଦୂରତାର ସୀମାରେଖା ଏତେ ବଢିଯାଇଛି ଯେ ପହଞ୍ଚିବା କେବଳ ପଥହୀନ ମରୁବାଲିରେ ଚାଲିବା ସଦୃଶ।।


ହଉ ଭୁଲିଯାଉ କ୍ଷତି ନାହିଁ ବରଂ ଯଦି ତାର ଭୁଲିବାର ଥିଲା ମତେ ଭଲ ପାଉଥିଲା କାହିଁକି ଯେ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract