Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Action Classics Inspirational

3  

Satyanarayan Sahoo

Action Classics Inspirational

ସୁନା ଭଉଣୀ ର ସୁନେଲୀ ରାକ୍ଷୀ

ସୁନା ଭଉଣୀ ର ସୁନେଲୀ ରାକ୍ଷୀ

1 min
192


ସୁନା ଭଉଣୀ ର ସୁନେଲୀ ରାକ୍ଷୀ

ପବିତ୍ର ବନ୍ଧନ ଅମ୍ଳାନ ସାକ୍ଷୀ ।

ସେନେହ ଶରଧା ଆଦର ମାଖି

ଭଉଣୀ ଟି ଭାଇ ହାତ ରେ ରାଖୀ ।

ବାନ୍ଧି ଦିଏ ଯେବେ ତା ମନ ଲାଖି

କେତେ ଖୁସି ଲାଗେ ସୁନେଲୀ ରାକ୍ଷୀ ।

ଗହ୍ମା ପୂର୍ଣିମା ରେ ସୁନେଲୀ ରାକ୍ଷୀ

ରକ୍ଷା ବନ୍ଧନ ର ଅମ୍ଳାନ ସାକ୍ଷୀ ।

 ଭଉଣୀ ବନ୍ଧାଇ ଭାଇ ସୁରକ୍ଷା

ପାଇଁ କି ସଂସ୍କୃତି ଦିଅଇ ଶିକ୍ଷା ।

ରକ୍ଷା କବଚ ଟେ ଏ କ୍ଷୁଦ୍ର ରାଖୀ

ସ୍ନେହ ପ୍ରେମ ପ୍ରୀତି ପ୍ଲାବନ ମାଖି ।

ଅତୁଟ ଆଶ୍ରୟ ଯାଏ ସେ ରଖି

ସୁନା ଭଉଣୀ ର ସୁନେଲୀ ରାକ୍ଷୀ ।

ସୁନା ଭଉଣୀ ଏ ସୁନେଲୀ ରାକ୍ଷୀ

ରାକ୍ଷୀ ପୂର୍ଣ୍ଣିମା ରେ ବାନ୍ଧି ଭାଇ କି ।

ପବିତ୍ର ଉତ୍ସାହ ଜାଗୃତି ରଖେ

ପରବ ପାଳନ କରନ୍ତି ଲୋକେ ।

ସାରା ଦେଶ ବାସୀ ଆହା କି ସୁଖେ

ସଭିଙ୍କ ପାଇଁ କି ମହତ୍ତ୍ଵ ରଖେ ।

ସୁନା ଭଉଣୀ ର ସୁନେଲୀ ରାକ୍ଷୀ

ପବିତ୍ର ବନ୍ଧନ ଅମ୍ଳାନ ସାକ୍ଷୀ ।



Rate this content
Log in

Similar oriya poem from Action