Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Action Classics

3  

Satyanarayan Sahoo

Abstract Action Classics

ହେମାଳ ପବନ

ହେମାଳ ପବନ

1 min
4


ହେମାଳ ପବନ

ହେମାଳ ପବନ ବହେ ଘନ ଘନ

ଥର ଥର କମ୍ପେ ଦେହ

ଶୀତ କାଳ ଶୋଭା ମନମୁଗ୍ଧକର

 ଅନନ୍ୟ ସୌନ୍ଦର୍ଯ୍ୟମୟ ।

ପରିବେଶ ଦିଶେ ଥଣ୍ଡା ଥଣ୍ଡା ଆଉ

କଫ କାଶ ଶ୍ୱାସ ଜ୍ୱର

ଦୁଃସହ ଯାତନା ସମସ୍ୟା ଆଘାତ

ଦେଉ ଥାଏ ନିର ନ୍ତର ।

ଆହା କି ଭୀଷଣ ପିଡନ ରେ ପ୍ରାଣ

ହରାଅନ୍ତି କେତେ ଲୋକ

 ପ୍ରଭାବିତ କରେ ନିତ୍ୟ ନୈମିତ୍ତିକ

ଲୋଡ଼ନ୍ତି ସୂର୍ଯ୍ୟ ଆଲୋକ ।

ରାତି ହେଲେ ନିଆଁ ଲଗାଇ ଦେହକୁ 

ସେକି ହେଉ ଥାନ୍ତି ତାପେ

ହେମାଳ ପବନ ବାଜି ରାତି ଦିନ

ଦେହ ଘନ ଘନ କମ୍ପେ ।



Rate this content
Log in

Similar oriya poem from Abstract