STORYMIRROR

ସୁରେନ୍ଦ୍ର ନାଥ ସାହୁ ରିକ୍ସାବାଲା

Action

4  

ସୁରେନ୍ଦ୍ର ନାଥ ସାହୁ ରିକ୍ସାବାଲା

Action

ମୋ ପ୍ରେମିକା ଆଉ ମୁଁ?

ମୋ ପ୍ରେମିକା ଆଉ ମୁଁ?

1 min
210

ମୋ ପ୍ରେମିକା ଆଉ ମୁଁ

ସବୁ ବେଳେ ପ୍ରଶ୍ନବାତୀ

ଆପଣଙ୍କ ପାଖରେ ନୁହେଁ ତ ଆଉ କାହା ପାଖରରେ।

ହେଲେ ମୋ ପ୍ରେମିକା କିଏ ହେବ

ପ୍ରଶ୍ନର ଉର୍ଦ୍ଧରେ ଯିଏ ମୋତେ ରଖିବ

ସେ ତିଆରିବ ମୋ ପ୍ରେମକୁ

ନା ମୁଁ?

ଯଦି ମୁଁ ତେବେ କିଏ ମୋତେ 

ଆଙ୍ଗୁଠି ଦେଖାଏ କାହିଁ କି?

ତାର କଣ ଅଧିକାର ଅଛି

ଯେବେ ମୁଁ ତାର କିଛି ଅନିଷ୍ଟ କରେ ନାହିଁ

କି ମୋ ପ୍ରେମ 

ତା ରାସ୍ତାର ବାଧକ ନୁହେଁ?

ତା ପରି ମୁଁ ଆଉ ମୋର ପ୍ରିୟା ବି

ଜଣେ ବ୍ଯକ୍ତି

ତେଣୁ ତା ଇଛାର୍ ମୋର ଜିଇଁବାର ନାହିଁ

ନା ମୋ ପ୍ରିୟା 

ଏପରି କିଛି ଇଛା ରଖିଛି

ତେଣୁ ମୁଁ ଏନଂ ମୋ ପ୍ରିୟା

କେବେ କାହାର କଟାକ୍ଷକୁ ବୃକ୍ଷେପ କରୁନା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action