STORYMIRROR

ସୁରେନ୍ଦ୍ର ନାଥ ସାହୁ ରିକ୍ସାବାଲା

Tragedy

3  

ସୁରେନ୍ଦ୍ର ନାଥ ସାହୁ ରିକ୍ସାବାଲା

Tragedy

ଅବଶୋଷ

ଅବଶୋଷ

1 min
211

ମାଳ ମାଳ କବି 

ଭଷା ପ୍ରିତି ଅଭାବୀ

ପଦ ପଦବୀ ପାଖରେ

ଗରିମା ଦୁର୍ବଳ

ଛପି ପାରେ ନାହିଁ ସତର ଛବି।

ଶିକ୍ଷକ ମାତୃଭାଷାର

ବକଟେ କଥାରେ ଦ୍ଯନ୍ତି

ଇଂରଜୀ ରାବି।

ନିଜ ପିଲାଙ୍କୁ ପଢାନ୍ତି କନ୍ଭେଣ୍ଟ ସ୍କୁଲରେ

ନିଜ ପିଲା ଭଲ ପଢିବେ ଭାବି

ନିଜ ଗୁରୁ ନିଜ ଟିଉସନ ମାଷ୍ଟର

ଆଜି ଶିକ୍ଷା ନୁହେଁ କ୍ରାନ୍ତି

ଏକ ବେପାର

ଗୁରୁ ଦିବସରେ ଶିକ୍ଷା ବେପାରୀ ବନୁଛି

ଗୁରୁ ବ୍ରହ୍ମା ବିଷ୍ଣୁ ଆଉ ଈଶ୍ବର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy