Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Gangotri Priyadarshini

Action Inspirational Children


4  

Gangotri Priyadarshini

Action Inspirational Children


ଶିଶୁ ଦିବସ

ଶିଶୁ ଦିବସ

1 min 363 1 min 363

ପ୍ରତିବରଷ ତାରିଖ ଚଉଦ ନଭେମ୍ବର ମାସ

ଚାଚା ନେହେରୁଙ୍କ ଜନ୍ମ ଦିନଟି ଶିଶୁ ଦିବସ ।


ପ୍ରତ୍ୟେକ ଶିଶୁ ଆମ ଭାରତ ଭାଗ୍ୟ ଭବିଷ୍ୟ

ଶିକ୍ଷା ସଂସ୍କାର ସମ୍ପର୍ଣ୍ଣ ହୋଇ ରଖିବେ ଯଶ ।


ଶିଶୁ ବିକାଶରେ ଦେଶ ସମୃଦ୍ଧି ମନେ ରଖିବା

କୋମଳମତି ପ୍ରାଣ ଏ ଶିଶୁ ଯତ୍ନେ ଗଢ଼ିବା ।


ଶିଶୁ ସ୍ଥିତି ସୁରକ୍ଷା ପାଇଁ ଯେତେ ଯୋଜନା

ପ୍ରିୟ ଭାରତ ହୋଇବ ଦିନେ ବିଶ୍ୱରେ ଗଣା ।


ଶିଶୁ ତୁମେ ଆଶା ଅଭିଳାଷ ମାନବ ଜାତିର

ନୂଆ ଭାରତର ଶୈଶବ ସ୍ଵପ୍ନ କେତେ ସୁନ୍ଦର ।।



Rate this content
Log in

More oriya poem from Gangotri Priyadarshini

Similar oriya poem from Action