STORYMIRROR

Gangotri Priyadarshini

Inspirational

3  

Gangotri Priyadarshini

Inspirational

କୁହ ତୁମେ କିଏ ମୋର

କୁହ ତୁମେ କିଏ ମୋର

1 min
157


କୁହ ତୁମେ କିଏ ମୋର?

ହୃଦୟ ମୋ ପଚାରେ ପ୍ରଶ୍ନ ପ୍ରତି ଥର

ମୁଁ ଦେଉଥାଏ ନିଜକୁ ଶ୍ରେଷ୍ଟ ଉତ୍ତର

ତୁ କି ଜାଣୁନା ସେ କେତେ ନିଜର?


ମୋ ପ୍ରତି ନିଃଶ୍ୱାସେ ଲେଖା ନାଆଁ ତାର

ପରମ ପୁରୁଷ ପରା ସେ ମୋହର

ମୋ ହୃଦୟେ ଏକା ତାଙ୍କ ଅଧିକାର


ମୋ କଳ୍ପନା ରାଇଜେ ଗଢା ଯେ ନଅର

ସେ ପରା ଅଟନ୍ତି ତହିଁ ଅଧୀଶ୍ଵର 

ପୁଣି ଏ କି ପ୍ରଶ୍ନ ,ସେ କିଏ ମୋହର ?


ଦୂର ଦେଶୀ ବନ୍ଧୁ କରେ ସେ ଉଛୁର

ନିଶ୍ଚେ ସେ ଫେରିବ ପାଖକୁ ମୋର

ସେ ଏକା ଜାଣେ ମୁଁ ତାର କେତେ ନିଜର !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational