STORYMIRROR

Gangotri Priyadarshini

Action Fantasy Inspirational

3  

Gangotri Priyadarshini

Action Fantasy Inspirational

ଆଜିର ନାରୀ

ଆଜିର ନାରୀ

1 min
314


ଆଜିର ନାରୀ ଆତ୍ମ ସମ୍ମାନ ସ୍ଥିତି

ସମାଜର କୋଣେ କୋଣେ ପ୍ରଗତି ll


ଆସିଛି ଉନ୍ନତି ଦେଶ ଆଗକୁ ବଢେ 

ନାରୀ ଜାଗୃତି ସଭ୍ୟ ସମାଜ ଗଢେ ll


ନାରୀ ପୁରୁଷଙ୍କ ସମ୍ମିଳିତ ଦାଇତ୍ୱ

ବିଶ୍ଵ ଉପଲବ୍ଧି ଭାରତର ଗୁରୁତ୍ଵ ll


ଗଙ୍ଗା ଠାରୁ ଗୋଦାବରୀ ଯେ ଦେଖ

ନାରୀ ଅଗ୍ରଗତି ସଂସାରେ ପ୍ରମୁଖ ll


ସାମାଜିକ ଶିକ୍ଷା ନୂଆ କୌଶଳ ଜ୍ଞାନ

ବନ୍ଦନୀୟା ନାରୀ ଯୁଗେ ଯୁଗେ ମହାନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action