Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Romance Action

3.9  

Satyanarayan Sahoo

Abstract Romance Action

ବାନ୍ଧବୀ ସହିତ ଚାହା ପିଇବା

ବାନ୍ଧବୀ ସହିତ ଚାହା ପିଇବା

1 min
193



ବାନ୍ଧବୀ ସହିତ ଚାହା ପିଇବାରେ

 ମଜା ଯେ ଲାଗେ ନିଆରା

ପ୍ରେମ ଅନୁରାଗ ପ୍ରୀତିର ପ୍ଲାବନ

ଝରଇ ଅଜସ୍ର ଧାରା  ।

ଚମତ୍କାର ଅଭିନୟ ଛଳ ଦ୍ବାରା

ବାନ୍ଧବୀ ତୋଷନ୍ତି ଚିତ୍ତ

 ବିନୋଦନ ପାଇଁ ନୂତନ ଭାବରେ

 ଗହଣ ରେ କରି ଗପ ।

 କହି ଚାଲି ଥାଏ  କେତେ ଖୁସି ଲାଗେ

 ଆହା କି ମୋହନ ସ୍ୱରେ

ଅହ ରହ ଗପୁ ଗପୁ ନିଜ କାର୍ଯ୍ୟ

 ପ୍ରଭାବ ଜାହିର କରେ ।

ବଡ଼ାଇ ପ୍ରବାହ ବସି ସେ ବଖାଣି

ସାଉଁଟି ଖୁସି ଭଣ୍ଡାର  

ପରିପୂର୍ଣ୍ଣ ବିଭା ଅତୁଳ ବିଭବ

ବାବଦେ ବର୍ଣ୍ଣନା ଯାର ।

କରେ ପ୍ରାଣ ମନ ପୁଲକେ ପ୍ଲାବନ

ବାନ୍ଧବୀ ସହିତ ଚାହା

ପିଇ ନିତି ପ୍ରତି ପ୍ରାଣେ ଉଠେ ପ୍ରୀତି

 ଅନୁରାଗ ସ୍ନେହ ଦୟା ।


Rate this content
Log in

Similar oriya poem from Abstract