ନବ ରାତ୍ରୀ -୨
ନବ ରାତ୍ରୀ -୨


ଆସି ଅଛି ଆଜି ପବିତ୍ର
ଉତ୍ସାହ ଶକତି ଆଣି
ନବ ରାତ୍ରୀ ଦଶହରା ପର୍ବ
ପାଳନ ର ପାଇଁ ।
ଜାଗି ଉଠେ ମନ ଉଲ୍ଲାସ
ଉଦ୍ଦୀପନା ପ୍ଲାବନେ
ପୂଜିବା ଜଗତ ଜନନୀ
ଦଶ ଭୂଜା ଙ୍କୁ ଜନେ ।
ନଅ ଦିନ ଧରି ଚାଲିବ
ଶକତି ଆରାଧନା
ତନ୍ତ୍ର, ମନ୍ତ୍ର , ଗୁଣୀ, ଭକତି
ସାଥେ କେତେ ସାଧନା ।
କରିବେ ଭକତ , ତାନ୍ତ୍ରିକ ,
କାପ।ଳିକ ସକଳେ
ନାଚି ଉଠେ ମନ ଆନନ୍ଦେ
ନବ ରୋମାଞ୍ଚ ଭୋଲେ ।
ଦଶ ମହ।ବିଦ୍ୟା ସାଧନା
ଦଶହରା ରେ ଶେଷ
ଲଭିବେ ସୁୁ - ସିଦ୍ଧି ସଭିଏଁ
ମନ ହୁଏ ଉଲ୍ଲାସ ।