STORYMIRROR

Mr.Siddheswar Behera

Children

2  

Mr.Siddheswar Behera

Children

ସତ ପଥେ

ସତ ପଥେ

1 min
57

ସତ କହିବାକୁ ସାହାସ ଦିଅ ପ୍ରଭୁ 

ସଦା କୁହେ ସତ କଥା । 

ସତ ଶୁଣିବାକୁ ଶକ୍ତି ଦିଅ ପ୍ରଭୁ 

ମନୁ ଟାଳିଦେଇ ବ୍ୟଥା।। 


ସତ ଲେଖିବାକୁ ପ୍ରେରଣା ଦିଅ ହେ 

ଲେଖୁଥାଏ ସତ କଥା । 

ସତ ପଢିବାକୁ ମନେ ଦିଅ ଶକ୍ତି 

ସ୍ଥିର ରହୁ ସଦା ମଥା।। 


ସତ ଦେଖିବାକୁ ଖୋଲା ରଖ ଆଖି 

ଦେଖୁଥାଏ ସତ ଘଟଣା। 

ସତ ପଥେ ସଦା ଚଲାଉଥାଅ ହେ

ନ ହୁଏ କେବେ ବାଟବଣା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children