Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.Siddheswar Behera

Others Children

2.6  

Mr.Siddheswar Behera

Others Children

ନବ ବର୍ଷ

ନବ ବର୍ଷ

1 min
488


ସ୍ୱାଗତ ତୁମକୁ ହେ ନବ ବର୍ଷ 

ସଭିଙ୍କ ମନେ ଦିଅ ହସ ଉଲ୍ଲାସ ।


ଭରିଦିଅ ସଭିଙ୍କ ମନେ ସ୍ନେହ ଓ ପ୍ରେମ 

ନରହୁ କା ମନେ କିଛି ମାନ ଅଭିମାନ ।


ନପଡୁ ଏ ବର୍ଷ କିଛି ବନ୍ୟା ବିପତ୍ତି 

ଘରେଘରେ ରହୁ ସୁଖ ଓ ଶାନ୍ତି ।


ହିନ୍ଦୁ, ମୁସଲମାନ, ଶିଖ୍, ଖ୍ରୀଷ୍ଟିଆନ 

ସଭିଏଁ ମଣିଷ ଆମେ ରକ୍ତ ଆମ ସମାନ ।


ଦେଶ ମଧ୍ୟରେ କେବେ ନ ଲାଗୁ ଯୁଦ୍ଧ 

କାହା ମନ୍ତବ୍ୟେ କେ ନ କରନ୍ତୁ କ୍ରୋଧ ।


ଧର୍ମକୁ ନେଇ କେବେ ନ କରନ୍ତୁ କଳି

ଜଗତକର୍ତା ଖୁସି ହେବେ ଦେଖି ଆମ ମେଳି ।


ନବ ବର୍ଷରେ ସଭିଏଁ କରିବା ସପଥ

ଯୁଦ୍ଧ ନୁହେଁ ମାନବିକତା ହେଉ ଆମରି ବ୍ରତ।


ହସଖୁସିରେ କଟିଯାଉ ଏ ନବ ବର୍ଷ 

ଏତିକି କାମନା ହେ ପ୍ରଭୁ ଜଗନ୍ନାଥ।।



Rate this content
Log in