Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Mr.Siddheswar Behera

Others Children


3  

Mr.Siddheswar Behera

Others Children


ନବ ବର୍ଷ

ନବ ବର୍ଷ

1 min 280 1 min 280

ସ୍ୱାଗତ ତୁମକୁ ହେ ନବ ବର୍ଷ 

ସଭିଙ୍କ ମନେ ଦିଅ ହସ ଉଲ୍ଲାସ ।


ଭରିଦିଅ ସଭିଙ୍କ ମନେ ସ୍ନେହ ଓ ପ୍ରେମ 

ନରହୁ କା ମନେ କିଛି ମାନ ଅଭିମାନ ।


ନପଡୁ ଏ ବର୍ଷ କିଛି ବନ୍ୟା ବିପତ୍ତି 

ଘରେଘରେ ରହୁ ସୁଖ ଓ ଶାନ୍ତି ।


ହିନ୍ଦୁ, ମୁସଲମାନ, ଶିଖ୍, ଖ୍ରୀଷ୍ଟିଆନ 

ସଭିଏଁ ମଣିଷ ଆମେ ରକ୍ତ ଆମ ସମାନ ।


ଦେଶ ମଧ୍ୟରେ କେବେ ନ ଲାଗୁ ଯୁଦ୍ଧ 

କାହା ମନ୍ତବ୍ୟେ କେ ନ କରନ୍ତୁ କ୍ରୋଧ ।


ଧର୍ମକୁ ନେଇ କେବେ ନ କରନ୍ତୁ କଳି

ଜଗତକର୍ତା ଖୁସି ହେବେ ଦେଖି ଆମ ମେଳି ।


ନବ ବର୍ଷରେ ସଭିଏଁ କରିବା ସପଥ

ଯୁଦ୍ଧ ନୁହେଁ ମାନବିକତା ହେଉ ଆମରି ବ୍ରତ।


ହସଖୁସିରେ କଟିଯାଉ ଏ ନବ ବର୍ଷ 

ଏତିକି କାମନା ହେ ପ୍ରଭୁ ଜଗନ୍ନାଥ।।



Rate this content
Log in