Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Durjyodhan Barik

Children

5.0  

Durjyodhan Barik

Children

ମାତୃଭାଷା

ମାତୃଭାଷା

1 min
395



ଭଲପାଏ ମୁହିଁ ମୋ ମାତୃଭାଷାକୁ

ଭୁଲି ନାହିଁ କେବେ ଭୁଲିବି ନାହଁ,

କହିବି ଶୁଣିବି ଲେଖିବି ପଢ଼ିବି

ଲଢିବି ମୋ ଭାଷା ଉନ୍ନତି ପାଇଁ ।


ବଢ଼ାଇ ନେବି ମୁଁ ମାତୃଭାଷାକୁ

ସର୍ବାଗ୍ରେ ଶୀଖର ଛୁଇଁବା ପାଇଁ ,

ମାତୃଭାଷା ମୋର ଅମୃତ ସମାନ

ତା ସମ ଅନ୍ୟଟି ମିଳିବ ନାହିଁ ।


ମୁହିଁ ଓଡ଼ିଆ, ମୋ ଭାଷା ଓଡ଼ିଆ,

ମୋର ମାତୃଭାଷା ବଡ ବଢ଼ିଆ ।

ମୋ ହୃଦୟେ ଅଛି ସେ ଭାଷା ଭାଣ୍ଡ,

ମୁହିଁ ଜିତି ଯିବି ସାରା ବ୍ରହ୍ମାଣ୍ଡ ।


ତୁଣ୍ଡେ ରହୁଥିଲେ ମୋର ସେ ଭାଷା,

ବିଶ୍ଵ ଜିତି ଯିବି ଅଛି ଭରସା ।

ଚାଲ ସର୍ବେ ଆମେ ଶପଥ ନେବା,

ସେ ଭାଷା ଗୌରବ ବିଶ୍ଵେ ବାଣ୍ଟିବା ।


      


Rate this content
Log in

Similar oriya poem from Children