Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Durjyodhan Barik

Children


5.0  

Durjyodhan Barik

Children


ମାତୃଭାଷା

ମାତୃଭାଷା

1 min 322 1 min 322


ଭଲପାଏ ମୁହିଁ ମୋ ମାତୃଭାଷାକୁ

ଭୁଲି ନାହିଁ କେବେ ଭୁଲିବି ନାହଁ,

କହିବି ଶୁଣିବି ଲେଖିବି ପଢ଼ିବି

ଲଢିବି ମୋ ଭାଷା ଉନ୍ନତି ପାଇଁ ।


ବଢ଼ାଇ ନେବି ମୁଁ ମାତୃଭାଷାକୁ

ସର୍ବାଗ୍ରେ ଶୀଖର ଛୁଇଁବା ପାଇଁ ,

ମାତୃଭାଷା ମୋର ଅମୃତ ସମାନ

ତା ସମ ଅନ୍ୟଟି ମିଳିବ ନାହିଁ ।


ମୁହିଁ ଓଡ଼ିଆ, ମୋ ଭାଷା ଓଡ଼ିଆ,

ମୋର ମାତୃଭାଷା ବଡ ବଢ଼ିଆ ।

ମୋ ହୃଦୟେ ଅଛି ସେ ଭାଷା ଭାଣ୍ଡ,

ମୁହିଁ ଜିତି ଯିବି ସାରା ବ୍ରହ୍ମାଣ୍ଡ ।


ତୁଣ୍ଡେ ରହୁଥିଲେ ମୋର ସେ ଭାଷା,

ବିଶ୍ଵ ଜିତି ଯିବି ଅଛି ଭରସା ।

ଚାଲ ସର୍ବେ ଆମେ ଶପଥ ନେବା,

ସେ ଭାଷା ଗୌରବ ବିଶ୍ଵେ ବାଣ୍ଟିବା ।


      


Rate this content
Log in

More oriya poem from Durjyodhan Barik

Similar oriya poem from Children