Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prahallad Sahoo

Abstract Classics Fantasy

4.0  

Prahallad Sahoo

Abstract Classics Fantasy

ରଙ୍ଗର ପରବ ହୋଲି

ରଙ୍ଗର ପରବ ହୋଲି

1 min
4



ପଲ୍ଲବ କୋଳରେ ଦୁର୍ଲ୍ଲଭ ଦୋଳିରେ ବିଭୁ 

କେଳିକୁଞ୍ଜେ ରାଧା ମାଧବ ରାସଯେ ସେହୁ

କରିଥାନ୍ତି ପ୍ରଭୁ ଗୋପୀନାଥ ।

ଫଗୁ ଦଶମୀ ରୁ ଦୋଳ ପୂର୍ଣ୍ଣିମା ପର୍ଯ୍ୟନ୍ତ 

ପ୍ରୀତିରଙ୍ଗେ ହୋଲି ଖେଳନ୍ତି ହୋଇ ଆନନ୍ଦ

ଗୋପବାଳା ସଙ୍ଗେ ଗୋପୀନାଥ ।।


ବଡ ମାୟାବୀ ସେ କୃର ହୋଲିକା ରାକ୍ଷସୀ 

ପ୍ରହ୍ଲାଦ ବଦ୍ଧ ଲାଗି ଅଗ୍ନି ରେ ଗଲା ବସି 

ନାସିଲେ ଚକ୍ରରେ ଗୋପୀନାଥ ।

କପଟୀ ହୋଲିକା ଦହନେ ପାଳନ୍ତି ହୋଲି

ହରି ହର ଭେଟ ହୁଅଇ ନଗରେ ବୁଲି

ଖୁସି ଯେ ହୁଅନ୍ତି ଗୋପୀନାଥ ।।


ଆତ୍ମା ପରମାତ୍ମା ଯୁଗଳ ପ୍ରତିମା ଶ୍ରେଷ୍ଠ

ବସନ୍ତ ପରଶେ ମନଲୋଭା ସୁଶୋଭିତ 

ଫଗୁରଙ୍ଗେ ଶୋଭା ଗୋପୀନାଥ ।

ଫଗୁଣ ର ଫଗୁ ଖେଳ ସର୍ବ ବିମୋହିତ 

ରାଗ ରୋଷା ଭୁଲି ହୁଅ ସର୍ବ ଜନ ହିତ 

ଦିଅନ୍ତୁ ଆଶିଷ ଗୋପୀନାଥ ।।


Rate this content
Log in

Similar oriya poem from Abstract