STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ପଳାଶ ଫୁଲର ବାସ୍ନା

ପଳାଶ ଫୁଲର ବାସ୍ନା

1 min
1

ପଳାଶ  ଫୁଲ ର ବାସ୍ନା ନ ଥିଲେ ବି ଆଦର ରହିଛି ଓଷଧ ପ୍ରସ୍ତୁତି କ୍ଷେତ୍ରେ ଲୋଡା ହୁଏ ଶାସ୍ତ୍ରେ ଲେଖା ଅଛି। ଦେଖଣାହାରୀ ର ମନ ମୋହି ନିଏ ନ ଥାଉ ବାସନା ଯୁଗଳ ନୟନ ବନ୍ଧନ କରାଇ ହୁଏ ଆନ ମନା। ବିଧାତା ସୃଷ୍ଟିର ପ୍ରତିଟି କୁସୁମ କେବେ ବ୍ୟର୍ଥ ନୁହେଁ ସୁନ୍ଦର ନ ଥିଲେ ଗୁଣ ତ ରହିଛି ତାଙ୍କ ଇଚ୍ଛା ରହେ। ପଳାଶ ଠୁଁ ଶିଖ ଗୁଣର ଆଦର ରୂପ ଭେକ ଭୁଲି ଜୀବନ ସଂଗ୍ରାମେ ସବୁଠି ଜିତି ବ ଲକ୍ଷ୍ୟ ପଥେ ଚାଲି। କବିର ଭାଷାରେ ପଳାଶ ସୁନ୍ଦର ଦେଖ ତା ପାଖୁଡ଼ା ଜଂଗଲୀ ଝିଅଟି ସଜେଇ ହୋଇଛି ସୁବେଶ ତା ଜୁଡ଼ା। 


Rate this content
Log in

Similar oriya poem from Action