STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଗରୁଡ ସ୍ତମ୍ଭର

ଗରୁଡ ସ୍ତମ୍ଭର

1 min
12

 ସ୍ତମ୍ଭର ପଛ ପାଖେ ଥାଇ ଦେଖେ ତୁମ ମୁଖ କାନ୍ତି ରତ୍ନ ସିଂହାସନେ ଦର୍ଶନ କରିଲେ ମିଳେ ହୃଦୟରେ ତୃପ୍ତି। ଦେଉଳ ବେଢାର ଭିତରେ ବାସୁଛି ତୁଳସୀ ଚନ୍ଦନ ବାସ୍ନା ଆନନ୍ଦ ବଜାର ସୀମା ସର ହଦ ମନେ ଜାଗେ ଅନ୍ନ ତୃଷ୍ଣା। ମେଘନାଦ ନାମ ପ୍ରାଚୀର ମଧ୍ୟରେ ଶିରିକ୍ଷେତ ଶ୍ରୀ ମନ୍ଦିର ସାଗର ଗର୍ଜନ ଶୁଭେ ନାହିଁ କର୍ଣ୍ଣେ ବିଷମତା ହୁଏ ଦୂର। ତୋର ବଡ ଦାଣ୍ଡ ଯେବେ ଚାହିଁ ଦିଏ ଦିଶେ ନୀଳଚକ୍ର ନେତ ଶରଧାରେ ତୋର ଦାଣ୍ଡର ଧୁଳିକୁ ବୋଳି ବାରେ ଯାଏ ହାତ। ଏମିତିକା ମୋର ଦିନ ସରିଯାଉ ପ୍ରଭୁ ଭାବ ଵିନୋଦିଆ କର୍ମରେ ଆଣିବ ସୁଧାର ମୋହର ଉସ୍ୱାସିବ ମୋର ହିୟା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action