Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smitarani Barik

Drama

3  

Smitarani Barik

Drama

ନିଃସଙ୍ଗତା

ନିଃସଙ୍ଗତା

1 min
195



ଫେରି ଆସିଛି ମୁଁ ପୁଣି ଥରେ

ମୋର ସେଇ ଅତି ପରିଚିତ

ନିଃସଙ୍ଗତା ର ପରିଧୀ କୁ ।


ଭୂଲି ଯାଇଥିଲି ମୁଁ ଦିନର ଆଲୋକ

ମୋ ପାଇଁ ନୁହେଁ,

ହସ,ଖୁସି ଜନାରୋଳ ମୋ ପାଇଁ ନୁହେଁ,

କାହା ବିଶ୍ବାସର ଛାଇ ପ୍ରେମର ନଇ

ମୋ ପାଇଁ ନୁହେଁ ।


କେହି ଜଣେ ଆସି ମୋ ହାତ ଧରି

ନେଇଥିଲା ତାର ଚକଚାକ୍ୟ ଭରା

ଦୂନିଆକୁ ।


ସାରା ଜୀବନ ଅନ୍ଧାରକୁ ସାଥୀ

କରିଥିବା ମୋ ଆଖି ଦୁଇଟି

ସହିପାରିଲାନି ତା ଦୂନିଆର

ଆଲୋକକୁ ।


ତକତକ୍ୟ ଦୂନିଆର ଉଜ୍ବଳତା ମୋ

ଆଖିର ଜୋତି ହରେଇବା ପୂର୍ବରୁ

 ଫେରି ଆସିଲି ମୁଁ ମୋ ନିଃସଙ୍ଗତା

ପୁର୍ଣ ପରିଧି କୁ ।

   


Rate this content
Log in

Similar oriya poem from Drama