STORYMIRROR

jagabandhu sahu

Drama Others

3  

jagabandhu sahu

Drama Others

ମିଛ ମାୟା ସଂସାରେ

ମିଛ ମାୟା ସଂସାରେ

1 min
144

ଲୋଭ ମୋହେ ବନ୍ଧା ମଣିଷ ଜୀବନ

    ମିଛ ଏ ମାୟା ସଂସାରେ

ଅଭିନୟ ପୁଣି  କେତେ ଯେ କରିବା

     ସଂସାର ରଙ୍ଗ ମଞ୍ଚରେ ।


କେବେ ହେବା ବାପା କେବେ ହେବା ଦାଦା

    କେବେ ବନ୍ଧୁ ସଖା ଭାଇ

ଏନ୍ତୁଡିଶାଳରୁ   କାହାଣୀ ଆରମ୍ଭ

   ଶେଷ ଯେ ମଶାଣୀ ଜୁଇ ।


କେବେ ହସାଇବା   ପୁଣି ହସୁଥିବା

   କେବେ କାନ୍ଦି କନ୍ଦାଇବା

ସ୍ନେହ ଶ୍ରଦ୍ଧା ପ୍ରେମ ମାଖି ଜୀବନରେ

      ସବୁ ଦୁଃଖକୁ ସହିବା ।


ଜୀବନର ଏଇ ରଙ୍ଗମଞ୍ଚ ମଧ୍ୟେ

     ନିର୍ଦ୍ଦେଶକ ନାରାୟଣ

ତାଙ୍କରି ବିନା ଯେ ଏ ରଙ୍ଗମଞ୍ଚରେ

     ତିଷ୍ଠିବାଟା ଅକାରଣ ।


ମିଛମାୟାର ଏ  ସଂସାର ଭିତରେ

    ଅଢେଇ ଦିନ କାହାଣୀ

ଲୋଭ ମୋହେ ପଢି ହେବା ନିତି ଘାଣ୍ଟି

     ବିଧିର ଏହି ଭିଆଣୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ

Similar oriya poem from Drama