STORYMIRROR

jagabandhu sahu

Comedy

3  

jagabandhu sahu

Comedy

Happy Perfume Day

Happy Perfume Day

1 min
206

ମଲ୍ଲୀ ଟବରୀ ଓ   ଗୋଲାପି ଅତର

    ଆଣିଛି ଯାଇକି ବଜାରୁ

ଦେବି ଉପହାର    ସୁକୁଟି ସାହୁକୁ

    ପ୍ରେମ ରହିବନି ଅଧାରୁ


କାଲି ମାରିଥିଲି   ନାତ ଟିଏ ବୋଲି

    ରହି ଅଛି ମୁହଁ ଫୁଲେଇ

ସବୁ ଅତରକୁ  ହାତେ ତାର ଦେଇ

   ନିଶ୍ଚେ ଦେବି ତାକୁ ମନେଇ


ଏଇ କଥା ଭାବି   ଗଲି ବାରିପଟୁ

    ତା ଘରକୁ ମୁହିଁ ଚାଲିକି

ବାଇଢଙ୍କ ଗଣ୍ଡେ ଫିଙ୍ଗିଲା ମୋ ଦେହେ

    କୁଣ୍ତେଇ କୁଣ୍ତେଇ ମଲିକି


ଅତର ଦିବସେ    ଦେହ ବତରିଲା

    ଗଲା ସବୁ ରୁଅ ଫଳିକି

ଡାକ୍ତରାଣୀ ମେମ୍ ଦେଖି ଏ ଅବସ୍ଥା

    ଚାଲିଗଲେ ମୁହଁ ମୋଡ଼ିକି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ

Similar oriya poem from Comedy