STORYMIRROR

jagabandhu sahu

Comedy

4  

jagabandhu sahu

Comedy

Happy Confession Day

Happy Confession Day

1 min
224

ଦେଇଥିଲା କଥା  ଛୁଇଁ ମୋର ମଥା

    ଆମ ଗାଁ ସୁକୁଟି ସାହୁ

ଭୁଲିଗଲା କାଲି ଗାଳି ଦେଲି ବୋଲି

    ରାଗି ପଦେ କହୁ କହୁ


ପଚାରିଲି ଯେବେ  ଦେଇଥିଲ କଥା

    ରହିବାକୁ ସାଥି ହୋଇକି

କେମିତି ଆଜି ଗୋ  ଭୁଲିତ ଯାଉଛ

   ଆଉ ଗୋଟେ ନୂଆଁ ଦେଖିକି


ପ୍ରତି ଉତ୍ତରରେ   କହିଲା ସୁନ୍ଦରୀ

   ଛୁଇଁ ନାହିଁ ତୁମ ମଥାକୁ

ତୁମରି ମଥାର   ଚୁଟିକୁ ଛୁଇଁ ଯେ

   ଦେଇଥିଲି କଥା ତୁମକୁ


ଚୁଟି ଯଦି ତୁମ   ଝଡ଼ି ଯାଏ କେବେ 

   ରୋଇ ଦେବ ଯାଇ ପାଲର

ନହଲେତ ନାହିଁ  ଚନ୍ଦା ମୁଣ୍ତେ ତୁମ

   ବୋଳି ଦେବ କଳା କଲର


ଶୁଣି ତାର କଥା  କରିଲି ମୁଁ ଚିନ୍ତା

   କହିଲି ପକେଇ ନଥାକୁ 

ଆମକୁ ଗୋ ତୁମେ ଭାବୁଛ କି କମ୍

    ପଟେଇବୁ ଆଉ ଗୋଟାକୁ


రచనకు రేటింగ్ ఇవ్వండి
లాగిన్

More oriya poem from jagabandhu sahu

Lass of money

Lass of money

1 min చదవండి

Happy break U...

Happy break U...

1 min చదవండి

Happy Missing...

Happy Missing...

1 min చదవండి

Happy Confess...

Happy Confess...

1 min చదవండి

Happy Flirtin...

Happy Flirtin...

1 min చదవండి

Happy Perfume...

Happy Perfume...

1 min చదవండి

Happy Kick Da...

Happy Kick Da...

1 min చదవండి

Happy Slap Da...

Happy Slap Da...

1 min చదవండి

Happy Valenti...

Happy Valenti...

1 min చదవండి

Happy Kiss Da...

Happy Kiss Da...

1 min చదవండి

Similar oriya poem from Comedy