STORYMIRROR

Swatishree Pandit

Drama Inspirational Others

3  

Swatishree Pandit

Drama Inspirational Others

ଚଳଚ୍ଚିତ୍ର

ଚଳଚ୍ଚିତ୍ର

1 min
168

ମନୋରଂଜନର ମାଧ୍ୟମ

କାହାଣୀ ଥାଏ ଏଠି

ଚଳନ୍ତା ଛବି ମାଧ୍ୟମରେ

ମିଛ ଅଭିନୟର ଯାଦୁରେ

କଥା ଶବ୍ଦର ଆକର୍ଷଣ ରେ

ଦର୍ଶକଙ୍କୁ ସମ୍ମୋହନ କରି

ଆଖି ଆଗରେ ଛାପ ଛାଡ଼ିଯାଏ

ହଜିଯାଆନ୍ତି ସମ୍ଭିଏ 

ଏକୁଟିଆ ପଣକୁ କରି ଦୂର

କିଛି ଶିକ୍ଷଣୀୟ ତଥ୍ୟ ଥାଏ

କିଛି ଆହ୍ୱାନ ଥାଏ

ପିଲାଠୁ ବୁଢା ଯାଏଁ ସମସ୍ତଙ୍କ 

ସମୟ ବ୍ୟତୀତ କରିବାର ଉତ୍କୃଷ୍ଟ ମାଧ୍ୟମ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama