STORYMIRROR

Swatishree Pandit

Classics Others

4  

Swatishree Pandit

Classics Others

କାଳିଆ

କାଳିଆ

1 min
387

ଉଡୁଛି ମୋ ମନ

ଦଖିବାକୁ ଚକାନୟନ

ଆଖିରେ ଆଖିଏ ସପନ

ଅଢେଇ ଦିନିଆ ଏ ଜୀବନ

କାଳିଆ କାଳିଆ ........(୧)


ଯିବି ମୁଁ ଶ୍ରୀକ୍ଷେତ୍ର

କରିବି ତୁମ ଦରଶନ 

ମିଳିବ କି ତୁମ ଛଡ଼ା ଚନ୍ଦନ

ତୁମେ ମୋ ଗଣ୍ଠିଧନ

କାଳିଆ କାଳିଆ ........(୨)


ରଙ୍କୁଣୀର ଧନ

ଯଶୋଦା ନନ୍ଦନ

କରୁନାହିଁ ଅଭିମାନ

କରୁଛି ବନ୍ଦନ

କାଳିଆ କାଳିଆ ........(୩)


ହାତରେ ଅଳ୍ପ ଦିନ

ମରଣ କାଳେ ଦେବ ଟିକେ ଦରଶନ

ଚ଼କାନୟନ ମୋ ଚ଼କାନୟନ 

ରଖିବ ମୋ ମାନ

କାଳିଆ କାଳିଆ ........(୪)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics