Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Swatishree Pandit

Action Classics Inspirational

4.0  

Swatishree Pandit

Action Classics Inspirational

ଜଙ୍ଗଲ ମହୋତ୍ସବ

ଜଙ୍ଗଲ ମହୋତ୍ସବ

1 min
145


ପ୍ରକୃତି ପ୍ରେମୀ କରେ ହୁରି

ବନମାଫିଆ କରେ ଚୋରି।


ସବୁଜିମାର ନାହିଁ ଓଢ଼ଣୀ

କାନ୍ଦୁଛି ଧରଣୀ ରାଣୀ।


ଅଙ୍ଗାରକାମ୍ଳର ବିଷାକ୍ତ ବଳୟ

ଉତ୍ତପ୍ତ ବିଶ୍ଵ ସଙ୍କଟମୟ ।


ମରିଚିକା ମୌସୁମୀ ଖେଳୁଛି

ନିଦାଘ ଏଠି ସାଧୁଛି।


ଜଙ୍ଗଲି ନିଆଁ କରୁଛି ଆଁ

ହିଂସ୍ର ଜୀବଜନ୍ତୁ ସହରୀ ମୁହାଁ ।


ଜୈବ ସନ୍ତୁଳନ ଟଳମଳ

ପାଣି ପାଇଁ ଏଠି ଡ଼ହଳବିକଳ ।


ଜଙ୍ଗଲ ସୁରକ୍ଷା ଆମରି ରକ୍ଷା

ବ୍ୟାନରରେ ହେଉଛି ଲେଖା ।


ସମସ୍ତେ ମିଳିମିଶି କରିବା ପଣ

ଗଛଟିଏ ଲଗାଇବା ଏହି କ୍ଷଣ ।


କରିବା ସୃଷ୍ଟି ନୂତନ ଜଙ୍ଗଲ

ହୋଇବ ସମସ୍ତଙ୍କ ମଙ୍ଗଳ ।


Rate this content
Log in

Similar oriya poem from Action