Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manas Kumar

Abstract

4.0  

Manas Kumar

Abstract

କାଳିଆର ରଥଯାତ୍ରା

କାଳିଆର ରଥଯାତ୍ରା

1 min
74


ଓଡିଶା ର ପରିଚୟ

ଓଡ଼ିଆଙ୍କ ଅହଂକାର ଏବେ ପୁଣି ବଡଦାଣ୍ଡ ରେ | 


କରି କରାଉ ଥାଉ ତୁହି ତୋ ବିନୁ ଅନ୍ୟ ଗତି ନାହିଁ 

କେତେ ଲୁଚକାଳି ପରେ ବଡ ଦାଣ୍ଡେ ବିରାଜିଲୁ ତୁହି |.


ଇତିହାସ ରଚିଲା, କାଳିଆର ରଥ ପୁଣି ବଡ ଦାଣ୍ଡେ ଗଡ଼ିଲା 

କିନ୍ତୁ ଭକତକୁ ରଥ ଦଉଡି ସ୍ପର୍ଶ ଯେ ନୋହିଲା .|


ମହାମାରୀ ପାଇଁ ଭକତ ଭଗବାନ ହେଲାନାହିଁ ମିଳନ 

କଟକଣା ପାଇଁ ଭକତ ଶୂନ୍ୟ ବଡ ଦାଣ୍ଡ ଦେଖି ଭିଜି ଯାଏ ନୟନ .|


ତୁମେ ତ ଭାଗ୍ୟର ବିଧାତା ତୁମ ଦୟା ସବୁ ଏଠି ସମ୍ଭବ 

ଆଶା ଅଛି ସଂସାରର ରଥ ପୁଣି ଆଗ ପରି ଗଡିବ

ଜୀବନ ର ସବୁ ପାଦେ ଭକତ ର ହାତ ସେ ଧରିଛି 

କରୋନା ଚାଲିଯାଉ ଏ ବିଶ୍ୱାସ ମନରେ ରଖିଛି |



Rate this content
Log in

Similar oriya poem from Abstract