Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manas Kumar

Abstract

4.0  

Manas Kumar

Abstract

କରୋନା ଯୁଦ୍ଧ

କରୋନା ଯୁଦ୍ଧ

1 min
86


ଏକ ଅସମ୍ଭବ ନୀରବତା ମୋ ଦେଶରେ ଏବେ 

ମହାମାରୀ କରୋନା ଆସିଲା ଯେବେ |


ନିଜେ ପରିଷ୍କାର ରହିବା ଆଉ ଅନ୍ୟକୁ ଉପଦେଶ ଦେବା ର ସମୟ 

ଆଉ ହେବାକୁ ଦେବାନି ଏହାକୁ ବିରାଟକାୟ |


ବର୍ତ୍ତମାନ ୨୧ ଦିନ, ଗୃହ ବନ୍ଦୀ ର ସମୟ 

ରଖିବାକୁ ହେବ, ଆମ ସାହସ ଆଉ ଥୟ |


କୁରୁକ୍ଷେତ୍ର ଧର୍ମକ୍ଷେତ୍ର ପାଣ୍ଡବ ଜିତିଥିଲେ ୧୮ ଦିନରେ 

ଆମକୁ ଜିତିବାକୁ ହେବ ଏହି ଯୁଦ୍ଧ ୨୧ ଦିନରେ |


ବାହାରେ ବୁଲୁଛି ଏବେ କରୋନା ର ଦାନବ 

ତେଣୁ ବାହାରେ ସୁରକ୍ଷିତ ନୁହେଁ ଏ ମାନବ |


ମୋର ପ୍ରିୟ ର ସଂସାର ରହିଛି ଘରେ 

ତେବେ କାହିଁକି ଗୋଡ ଦେବି ମୁଁ ଘର ବାହାରେ |


ମୁଁ ଚାହୁଁଛି ମୋ ଜୀବନ କୁ ବୁଝିବି 

ସତ୍ୟ କୁ ଆହୁରି ସାମ୍ନା ମୁଁ କରିବି |


ମୋ ଘରେ ମୁଁ ରହିବି 

ଜୀବନ ର ଏହି ସଂଘର୍ଷ ରେ ଜିତିଵି 

ପୁଣି ସମସ୍ତ ପରିଜନ ସଂଗେ ମୁଁ ମିଶିବି |



Rate this content
Log in

Similar oriya poem from Abstract