Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Manas Kumar

Abstract Inspirational Others

4.0  

Manas Kumar

Abstract Inspirational Others

ଅଯୋଧ୍ୟା ରେ ରାମମନ୍ଦିର

ଅଯୋଧ୍ୟା ରେ ରାମମନ୍ଦିର

1 min
23


ସାରା ଅଯୋଧ୍ୟା ଏବେ ରଙ୍ଗୀନ, ହଳଦିଆ ରଙ୍ଗରେ 

ବହୁ ବାଦ ବିବାଦ ପରେ ପୁଣି 

ପ୍ରଭୁ ଶ୍ରୀରାମ ମନ୍ଦିର ଶିଳାନ୍ୟାସ ହୋଉଛି ୫ ଅଗଷ୍ଟ ରେ |


ପୁଣ୍ୟର ଭୂମି ଭାରତ ବର୍ଷକୁ କରୋନା ଗ୍ରାସିଛି 

ଆଶା ମୁଁ କରୁଛି ଭୂମି ପୂଜନ ପରେ ଭଲ ଦିନ ପୁଣି ଆସୁଛି |


୫ ଅଗଷ୍ଟ ଦିନ ୧୨ ଟା ୫ ମିନଟକୁ ଅପେକ୍ଷା କରିଛି ଦେଶ ତମାମ 

ଏକ ଶୁଭମୁହୂର୍ତ୍ତକୁ ଏ ଚକ୍ଷୁ ଦେଖିବ

ଗଗନେ ପବନେ ପ୍ରକମ୍ପିତ ହେଉ ରାମ ଶ୍ରୀରାମ ଜୟ ଶ୍ରୀରାମ |


Rate this content
Log in