ଅଯୋଧ୍ୟା ରେ ରାମମନ୍ଦିର
ଅଯୋଧ୍ୟା ରେ ରାମମନ୍ଦିର


ସାରା ଅଯୋଧ୍ୟା ଏବେ ରଙ୍ଗୀନ, ହଳଦିଆ ରଙ୍ଗରେ
ବହୁ ବାଦ ବିବାଦ ପରେ ପୁଣି
ପ୍ରଭୁ ଶ୍ରୀରାମ ମନ୍ଦିର ଶିଳାନ୍ୟାସ ହୋଉଛି ୫ ଅଗଷ୍ଟ ରେ |
ପୁଣ୍ୟର ଭୂମି ଭାରତ ବର୍ଷକୁ କରୋନା ଗ୍ରାସିଛି
ଆଶା ମୁଁ କରୁଛି ଭୂମି ପୂଜନ ପରେ ଭଲ ଦିନ ପୁଣି ଆସୁଛି |
୫ ଅଗଷ୍ଟ ଦିନ ୧୨ ଟା ୫ ମିନଟକୁ ଅପେକ୍ଷା କରିଛି ଦେଶ ତମାମ
ଏକ ଶୁଭମୁହୂର୍ତ୍ତକୁ ଏ ଚକ୍ଷୁ ଦେଖିବ
ଗଗନେ ପବନେ ପ୍ରକମ୍ପିତ ହେଉ ରାମ ଶ୍ରୀରାମ ଜୟ ଶ୍ରୀରାମ |