STORYMIRROR

Manaswinee Dash

Abstract

3  

Manaswinee Dash

Abstract

ମୁଁ କବିତା

ମୁଁ କବିତା

1 min
196

ମୁଁ କହୁଛି କବିତା,

ମୁଁ କେବେ କହିଯାଏ ଖୁସିର ଅନର୍ଗଳ ଶବ୍ଦର ଝରଣା, 

କେବେ ବଖାଣେ ଯନ୍ତ୍ରଣା ଭରିଯାଏ ଆଖିରେ ଲୁହ, 

କେବେ ପୁଣି ବିସ୍ମୟ କେବେ ଆନନ୍ଦର କେବେ ବିଷାଦ କରେ ବାଟବଣା। 


ମୁଁ କରିଛି ଖୁସି ,ଯନ୍ତ୍ରଣା, ବିସ୍ମୟ ସହିତ କରିଛି ଚୁକ୍ତି, 

ସେମାନଙ୍କର ସାଥେ ସାଥେ ଗଡିବ ମୋ ଗତି, 

କେବେ କରିବି ସେମାନଙ୍କ ଶାଖାକୁ କରି ପିରତି,

ହେଲେ ଛାଡିବିନୀ ରଖିବି କରି ସଦା ସାଥୀ। 


ଏମାନଙ୍କ ବିନା ନା ଅଛି ମୋର ଅସ୍ତିତ୍ବ, 

ସାଥୀହୋଇ କରୁ ଆମେ ମାପୁ ମଣିଷ ହୃଦୟ ଗହିରତ୍ବ, 

ଖୁସି ଯନ୍ତ୍ରଣା ଓ ବିସ୍ମୟ ସାଥୀରେ ଥିଲେ କବିତା ପାଏ ଅମରତ୍ବ

ଏହାହିଁ ଏଇ ଟିକି କବିତାର ସତ୍ୟ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract