STORYMIRROR

Jyotsna Acharya

Abstract Inspirational

3  

Jyotsna Acharya

Abstract Inspirational

ଓଁ ନମଃ ଶୀବାୟ

ଓଁ ନମଃ ଶୀବାୟ

1 min
204

ଓଁ ନମଃ

ଆଜି କି ନୟନ 

ଦେଖିଲା ଯେ ଆନ

ଅର୍ଦ୍ଧ ନାରୀଶ୍ବର

ରୂପ ତେଜିୟାନ

ଶୋଭା ମଣ୍ଡଳରେ 

ଝଲସେ କିରଣ

କର୍ପୁର ଚନ୍ଦନ

ଅଗୁର ଲେପନ

ଅର୍ଦ୍ଧେ ତ୍ରୀଶୂଳରେ 

ସେ ଅବଲୋକନ

ଦ୍ବୀପ ପଜ୍ବଳୀତ 

ଶୀଖର ଆକାଶ

ଜ୍ୟୋର୍ତୀମୟ ଦିଶେ ସତେ, 

ସାରା ଜଗତ

ଉଜାଗର ଧ୍ୟାନ 

ଆତ୍ମ ବ୍ରହ୍ମଞାନ

କଠୋର ତପରେ

ନିଷ୍ଠା ବଳିଦାନ

ଶରୀର ତପରେ 

ଅଗ୍ନି ଘିଅ ଦାନ

ସୁପଥ ରଥେ 

ପଥ ଚଳନ

ଜଗତକୁ ଶାନ୍ତି 

ଖୁସି ସଦ୍-ଭାବ

ଦର୍ଶାନ୍ତି ସତେ କି

ଦେଇ ଉଦ୍-ବୋଧ

ମାନବ ଧର୍ମର 

ଶ୍ରେଷ୍ଠ ସଦ୍-ବୋଧ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract