STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଶହୀଦ ଦିବସ

ଶହୀଦ ଦିବସ

1 min
240


ଭଗତ ସିଂହ

ସଂଗ୍ରାମୀ ରାଷ୍ଟ୍ରର

ଗୁଞ୍ଜୁଛି ନାମ

ଏ ସ୍ବାଧୀନ ଦେଶର।


ବୀରତ୍ବ ଭରା

ହିଁ ସାହାସ ଅପାର

ନାହିଁ ତୁଳନାଟି

ଗୁଞ୍ଜିଛି ରାଷ୍ଟ୍ରର।


ଅଳ୍ପ ବୟସ   

ହିଁ ଗୋରା ବିରୋଧରେ                      

ଇନକ୍ଲାବ୍ କୁ

ହିଁ ଧରିଣ ହସ୍ତରେ।


ମାର୍ଚ୍ଚ ତେଇଶ

ହିଁ ଫାଶୀର କୋଳରେ

ଦେଲା ବ୍ରିଟିଶ 

ତାଙ୍କୁ ଫାଶୀ ଦଣ୍ଡରେ।


ମାରିଲେ ସେହୁ

ଅତ୍ୟାଚାରି ଗୋରାଙ୍କୁ

ରାଷ୍ଟ୍ର ହୀତେହିଁ

ସେ ମାରିଲେ ତାହାଙ୍କୁ।


ସେହୁ କାରଣୁ

ଦେଲା ହିଁ ଫାଶୀ ତାଙ୍କୁ

ଗୁଞ୍ଜିଲା ସ୍ମୃତି

ତାଙ୍କ ରାଷ୍ଟ୍ରବାସୀଙ୍କୁ


ମାର୍ଚ୍ଚ ତେଇଶ 

ଫାଶୀ ଦେଲା ତାଙ୍କରେ

ରାଜଗୁରୁ ଓ

ସୁଖଦେବ ସଙ୍ଗରେ।


ସାହସୀ ପୁତ୍ର 

ଥିଲେଟି ସେ ରାଷ୍ଟ୍ରରେ

ତ୍ୟାଗର ମୂର୍ତ୍ତି

ଗୁଞ୍ଜୁ ଥିବ ମହିରେ।


ଥିବ ଏ ମହି

ଥିବ ଏ ଚନ୍ଦ୍ର ତାରା 

ଗୁଞ୍ଜୁ ଥିବ ନା

ବୀରତ୍ବରେ ଏ ଧରା।


ପ୍ରଣିପାତଟି

ହିଁ ଚରଣେ ତାଙ୍କର 

ଶ୍ରଦ୍ଧାଞ୍ଜଳି ଓ

ପୁଷ୍ପାଞ୍ଜଳିଟି ଭକ୍ତିର।


ଦିଏ ଗୌରବ 

ହିଁ ସ୍ମରଣ ଦିବସେ

ଭକ୍ତି ଓ ପ୍ରେମ

ହିଁ ରାଷ୍ଟ୍ରଭକ୍ତି ସନ୍ଦେଶେ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract