STORYMIRROR

Manaswinee Dash

Abstract

3  

Manaswinee Dash

Abstract

ଆମ୍ବ ବଉଳ

ଆମ୍ବ ବଉଳ

1 min
211


ଆସିଗଲା ଫାଲ୍ଗୁନ ମାସ, 

ଆମ୍ବ ଗଛରେ ବଉଳ ହସ ହସ, 

ଚଉଦିଗେ ବିଚ୍ଛୁରିତ ତାର ବାସ, 

ପରଶି ଦଉଛି ପ୍ରେମର ପରଶ। 


ଆମ୍ବ ଗଛରେ ବଉଳ ଛାଉଣୀ, 

ଲାଗୁଛି ରହିଛି ଧଳା ଓଢ଼ଣା ଟାଣି, 

କିଛି ଦିନହିଁ ତ ତାର ରହଣି, 

ନଉଛି ସଭିନ୍କ ମନକୁ କିଣି। 


କେତେ ଯେ ଟିକି ଫୁଲ ହେଇ ସଜେଇ, 

ଗୋଟିଏ ପେନ୍ଥାରେ ଥାଏ ରହି, 

ଫଗୁଣର ପବନରେ ସଦା ଝୁଲୁ ଥାଇ, 

ଅଗଣିତ ଫଳ ଜିବ ପରଶି ଦେଇ। 


ଆସିଲେ ଗୋଟିଏ ଝଡ, 

କେତେଯେ ବଉଳ ତଳେ ପଡଇ, 

ଯିଏ ପାରଇ ଝଡ ସହି, 

ଭବିଷ୍ଯତରେ ହୁଏ ଫଳ ସେଇ। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract