Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Brundabana Pradhan

Tragedy Others

2  

Brundabana Pradhan

Tragedy Others

ଏମିତି ଦିନ

ଏମିତି ଦିନ

1 min
11


ନିସ୍ତବ୍ଧ ସହର ପଥ ବି ନିର୍ଜନ 

ଭାବିମୁଁନଥିଲି ଆସିବ ଏମିତି ଦିନ। 

ଦିଗଭ୍ରଷ୍ଟ ହୋଇଯାଏ ମନ 

ଆକଟରେ ରହେ ନାହିଁ ଦୁଃଖର ସ୍ପନ୍ଦନ। 

ବିଚଳିତ କରିପକାଏ ଆପଣା ସ୍ବଜନ

ପାଖରେ ନ ପାଇ କାଟୁଥାଏ ଦିନ। 

ନିଜର ଲୋକ ବି ଶତ୍ରୁ ଯେଶନ

ଭାବି ମୁଁ ନଥିଲି ଏମିତି ଆସିବ ଦିନ। 



Rate this content
Log in

Similar oriya poem from Tragedy