ଏମିତି ଦିନ
ଏମିତି ଦିନ


ନିସ୍ତବ୍ଧ ସହର ପଥ ବି ନିର୍ଜନ
ଭାବିମୁଁନଥିଲି ଆସିବ ଏମିତି ଦିନ।
ଦିଗଭ୍ରଷ୍ଟ ହୋଇଯାଏ ମନ
ଆକଟରେ ରହେ ନାହିଁ ଦୁଃଖର ସ୍ପନ୍ଦନ।
ବିଚଳିତ କରିପକାଏ ଆପଣା ସ୍ବଜନ
ପାଖରେ ନ ପାଇ କାଟୁଥାଏ ଦିନ।
ନିଜର ଲୋକ ବି ଶତ୍ରୁ ଯେଶନ
ଭାବି ମୁଁ ନଥିଲି ଏମିତି ଆସିବ ଦିନ।
ନିସ୍ତବ୍ଧ ସହର ପଥ ବି ନିର୍ଜନ
ଭାବିମୁଁନଥିଲି ଆସିବ ଏମିତି ଦିନ।
ଦିଗଭ୍ରଷ୍ଟ ହୋଇଯାଏ ମନ
ଆକଟରେ ରହେ ନାହିଁ ଦୁଃଖର ସ୍ପନ୍ଦନ।
ବିଚଳିତ କରିପକାଏ ଆପଣା ସ୍ବଜନ
ପାଖରେ ନ ପାଇ କାଟୁଥାଏ ଦିନ।
ନିଜର ଲୋକ ବି ଶତ୍ରୁ ଯେଶନ
ଭାବି ମୁଁ ନଥିଲି ଏମିତି ଆସିବ ଦିନ।