Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Brundabana Pradhan

Inspirational

3  

Brundabana Pradhan

Inspirational

ହଜିଯାଏ ଦିନସବୁ

ହଜିଯାଏ ଦିନସବୁ

1 min
130


କ୍ୟାଲେଣ୍ଡରର ପୃଷ୍ଠା ସବୁ 

ଆପେ ଆପେ ଯାଏ ଚାଲି 

ନାଁ କେଵେ ପଛକୁ ଫେରଛି 

ନାଁ ପଛକୁ କେବେ ଚାହିଁଛି 

ଇତିହାସ ହୋଇ ରହିଛି 

ମନେ ଦିନ ସବୁତକ। 

ବାଲ୍ୟକାଲୁ କେତେ ଯେ ଅବସ୍ଥା 

ହଜି ହଜି ଯାଏ ସବୁ ଖେଳଘର 

ଭାଙ୍ଗି ଯାଏ କେତେ ସ୍ୱପ୍ନ ମଣିଷର

ତଥାପି ବଞ୍ଚେ ଦେଖି ଆଗାମୀ ଦିନକୁ 

ହଜି ହଜି ସରିଯାଏ ଦିନ ସବୁ। 


Rate this content
Log in

Similar oriya poem from Inspirational